ଖାସି ମାଂସ ନେଲା ଜୀବନ
ରାଉରକେଲା: ଖାସି ମାଂସ ନେଲା ଜୀବନ। ଖାସି ମାଂସ ପାଇଁ ହତ୍ୟା। ମାଂସ ପାଇଁ ଜଣେ ଆରଏସପି କର୍ମଚାରୀଙ୍କ ହତ୍ୟା କରାଯାଇଛି। ମୃତକ ଆରଏସ୍ପି କର୍ମଚାରୀ ପଦ୍ମଲୋଚନ ପୂର୍ତ୍ତି ବୋଲି ଜଣାପଡିଛି। ମାଂସ ବେପାରୀ ପଦ୍ମଲୋଚନଙ୍କୁ ବାଡେ଼ଇ ମାରିଦେଇଥିବା ସୂଚନା ରହିଛି। ମାଂସ ବେପାରୀର ନାମ ଦେବାଶିଷ ସାହୁ ବୋଲି…