୨୫ ବର୍ଷ ତଳର ମାମଲା: ପୂର୍ବତନ ବିଧାୟକ…
ଓଏଲ୍ ବ୍ୟୁରୋ: ପୂର୍ବତନ ବିଧାୟକ ତଥା ସିପିଆଇ ନେତା ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ ଦଣ୍ଡ। ଆଜି ବ୍ରହ୍ମପୁର ଏଡିଜେ-୩ କୋର୍ଟ ଏକ ହତ୍ୟା ମାମଲାରେ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ୧୯୯୮ ମସିହାରେ ହୋଇଥିବା ପୁଲିସ ଆର୍ଆଇ ହତ୍ୟା ମାମଲାରେ କୋର୍ଟ ଶୁଣାଇ ନାରାୟଙ୍କ ସମେତ ଜଣଙ୍କୁ ଆଜୀବନ…