Odisha Link
Bridging the Missing Links in Odisha
Browsing Tag

Naxal Surrendered

ଆସାମ: ମୁଖ୍ୟମନ୍ତ୍ରୀ ସୋନୋଓ୍ବାଲଙ୍କ…

ଗୌହାଟି: ଆଜି ମୁଖ୍ୟମନ୍ତ୍ରୀ ସୋନୋଓ୍ବାଲଙ୍କ ଉପସ୍ଥିତିରେ୧୭୭ଟି ଅସ୍ତ୍ର ସହ ଆସାମର ୮ଟି ନିଷିଦ୍ଧ ସଙ୍ଗଠନର ୬୪୪ ଜଣ ଉଗ୍ରବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ହେଲା: ‘ୟୁଏଲ୍‌ଏଫ୍‌ଏ (୧), ‘ଏନ୍‌ଡିଏଫ୍‌ବି’, ‘ଆର୍‌ଏନ୍‌ଏଲ୍‌ଏଫ୍‌’, ‘କେଏଲ୍‌ଓ’, ‘ସିପିଆ (ମାଓବାଦୀ)’,…

ଆତ୍ମସମର୍ପଣ କଲେ ମହିଳା ନକ୍ସଲ

ମାଲକାନଗିରି: ମାଲକାନଗିରି ଏସ୍‌ପିଙ୍କ ନିକଟରେ ଜଣେ ମହିଳା ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ଆଡ଼ମେ ମାଡକାମୀ। ସେ ୪ବର୍ଷ ହେବ ଛତିଶଗଡ଼ର ଦରଭା ଡିଭିଜନରେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା। ୬ରୁ ଅଧିକ ନକ୍ସଲ ହିଂସାରେ ଜଡ଼ିତ ଥିବା ପୁଲିସ୍‌ କହିଛି।…