Odisha Link
Bridging the Missing Links in Odisha
Browsing Tag

Naxals surrender

ଆତ୍ମସମର୍ପଣ କଲେ ୮ ଜଣ ନକ୍ସଲ

ମାଲକାନଗିରି: ଆଜି ପୂର୍ବାହ୍ନରେ ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୮ଜଣ ନକ୍ସଲ୍‌ବାଦୀ ଆତ୍ମସମର୍ପଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ଦିନ ୧୧ଟା ବେଳେ ଜିଲ୍ଳା ପୁଲିସ କାର୍ଯ୍ୟାଳୟରେ ଏସ୍‌. ପି. ଋଷିକେଶ ଖିଲାରୀ, ବିଏସ୍‌ଏଫ୍‌ କମାଣ୍ଡାଣ୍ଡ୍‌ ଏ. କେ.…