କରୋନାକୁ ମାତ୍ ଦେଲେ ସୋନୁ ସୁଦ୍
ମୁମ୍ବାଇ: କରୋନାକୁ ମାତ୍ ଦେଲେ ଅଭିନେତା ତଥା ରିଅଲ ହିରୋ ସୋନୁ ସୁଦ। କରୋନା ଆକ୍ରାନ୍ତ ହେବା ପରେ ଏବେ ସୋନୁଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ସୋନୁ ଏପ୍ରିଲ୍ ୧୭ ତାରିଖରେ କରୋନା ଆକ୍ର୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।
ସେ ୧୦ ପୁର୍ବକରୋନାରୁ ହିଁ ଟିକା…