ଡକାୟତି ଯୋଜନା ପଣ୍ଡ କଲା ପୁଲିସ, ୯…
ଜଟଣୀ : ଡକାୟତି ଉଦ୍ୟମ ବିଫଳ କଲା ପୁଲିସ। ମାରଣସ୍ତ୍ର ଜବତ ସହ ୯ଜଣଙ୍କୁ ଗିରଫ କରିଛି ଜଟଣୀ ପୁଲିସ। ପ୍ରକାଶ ଯେ, ବିଶେଷ ସୁତ୍ରରୁ ଖବର ପାଇ ଆଜି ଜଟଣୀ ପୋଲିସ ଆଇଆଇଟି-ତରାବୋଇ ରାସ୍ତାରେ ଚଢାଉ କରିଥିଲା ।
ଏଠାରେ ଡକାୟତି ପାଇଁ ଯୋଜନା ଚାଲୁଥିବା ବେଳେ ଚଢାଉ କରିଛି ପୁଲିସ । ଘଟଣାସ୍ଥଳରୁ ଖସିଯିବାକୁ…