Odisha Link
Bridging the Missing Links in Odisha
Browsing Tag

OAS

OAS ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ୮ ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି। ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଇଏସଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ରାଜସ୍ୱ ପର୍ଷଦର ଅତିରିକ୍ତ ସଚିବ ନିହାର ରଞ୍ଜନ…

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟରେ ବରିଷ୍ଠ ଓଏଏସ୍ ଅଧିକାରୀ ସ୍ତରରେ ଆଜି ଅଦଳବଦଳ ହୋଇଛି। ଇନ୍ଦ୍ରମଣି ତ୍ରିପାଠୀଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଦାୟିତ୍ବ ମିଳିଛି। ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଦାୟୀତ୍ବ ମନୋଜ ମହାନ୍ତିଙ୍କୁ ଦିଆଯାଇଛି। ସେହିପରି ଇଡ୍‌କୋ ଭୂମି ବିଭାଗ ମୁଖ୍ୟ…

ବଦଳିଲେ ୧୨ ଓଏଏସ୍‌ ଅଫିସର, କାହାକୁ କେଉଁ…

ଭୁବନେଶ୍ବର: ବଡ଼ ଧରଣର ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ସରକାରଙ୍କର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରକାଶ ପାଇଥିବା ବଜ୍ଞପ୍ତି ଅନୁସାରେ ବିଏମସି ଅତିରିକ୍ତ କମିଶନର ତଥା ବରିଷ୍ଠ ଓଏଏସ୍ ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଶକ୍ତି…

ପ୍ରକାଶ ପାଇଲା ୨୦୧୮ ଓଏଏସ୍‌ ରେଜଲ୍ଟ ,…

ଭୁବନେଶ୍ବର: ପ୍ରକାଶ ପାଇଛି ୨୦୧୮ ଓଏଏସ୍‌ ରେଜଲ୍ଟ। ମୋଟ୍‌ ୨୧୮ ଜଣ ପ୍ରାର୍ଥୀ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦେବାଶିଷ ପଣ୍ଡା ଟପ୍ପର ହୋଇଛନ୍ତି। ରେଜଲ୍ଟ ଜାଣିବା ପାଇଁ ପ୍ରାର୍ଥୀ ଓ୍ଵେବସାଇଟ୍‌ www.opsc.gov.in କୁ ଯାଇପାରିବେ। ୨୦୧୮ରେ ହୋଇଥିବା ଏହି…

ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ

ଭୁବନେଶ୍ବର: ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବାବେଳେ ବିଶ୍ୱନାଥ ସାହୁଙ୍କୁ ରାଜସ୍ୱ ପର୍ଷଦ ସଦସ୍ୟଙ୍କ…

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ଆଇଏସ୍‌ ଓ ଆଇପିଏସ୍‌ ସ୍ତରରେ ଅଦଳବଦଳ ହେବା ପରେ ଏବେ ଓଏଏସ୍‌ ସ୍ତରରେ ହୋଇଛି ଅଦଳବଦଳ। ଝାରସୁଗୁଡ଼ାର ପୂର୍ବତନ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କୁ ହାଇକୋର୍ଟଙ୍କ ନି‌େର୍ଦ୍ଦଶରେ ନିଲମ୍ବନ କରାଯାଇଥିଲା। ଏବେ ପୁଣି କୋର୍ଟଙ୍କ ନିର୍ଦ୍ଦେଶ ପରେ ନିଲମ୍ବନ ଅ‌ାଦେଶ ପ୍ରତ୍ୟାହାର…