Odisha Link
Bridging the Missing Links in Odisha
Browsing Tag

Obituary

ରାଜା ଚାଲିଗଲେ: ରାଜା ରହିବେ ଚିରକାଳ

ଅସିତ ମହାନ୍ତି ଆମ ନାଟ୍ୟ ଜଗତରେ 'ଜଣେ ରାଜା ଥିଲେ'। ସେ ରାଜା ଜଣକ ବିଜୟ ମିଶ୍ର। ଆଜି ସେ ଆମଠୁ ଶେଷ ବିଦାୟ ନେଇ ଚାଲିଗଲେ। କିନ୍ତୁ ସେ ରାଜାଙ୍କର ସ୍ମୃତି ଆମ ମନରେ ତାଜା ରହିବ ଚିରକାଳ। ଏଣୁ ତାଙ୍କର ଆଜିର ବିଦାୟ, ବିଦାୟ ନୁହେଁ; ତାଙ୍କ ସ୍ମୃତିର ଗୋଟିଏ ତେଜିୟାନ୍ ତାରିଖ ମାତ୍ର। ଖୁବ୍…

ବିଦାୟ ନିଃସଙ୍ଗ ପଦାତିକ ରବି ସିଂ

ଅସିତ ମହାନ୍ତି 'ନିଃସଙ୍ଗ ପଦାତିକ' କବି ରବି ସିଂ ଚାଲିଗଲେ। ତାଙ୍କର ଶେଷ ଜୀବନ ସୂଚାଇ ଦେଲା ଯେ ସେ ସତରେ ନିଃସଙ୍ଗ ଥିଲେ। ମୋ ବିଚାରରେ ତାଙ୍କ କବିତା ଅପେକ୍ଷା ତାଙ୍କ ଆତ୍ମଜୀବନୀରେ ସେ ଥିଲେ ଅଧିକ ପ୍ରଚଣ୍ଡ। ଅନେକଙ୍କୁ ପ୍ରତିଟି ପଦପାତରେ ଦଳି ଦଳି ସେଥିରେ ସେଇ ନିଃସଙ୍ଗ ପଦାତିକ ବାଟ…

ଭୁବନେଶ୍ବରେ ବିଶିଷ୍ଟ ବ୍ୟଙ୍ଗକବି…

ଭୁବନେଶ୍ବର: ବିଶିଷ୍ଟ ବ୍ୟଙ୍ଗକବି ବାଇଡଙ୍କ ଦାସ ଡିସେମ୍ବର ମାସ ୩୦ ତାରିଖରେ ଇହଧାମ ତ୍ୟାଗ କରିଛନ୍ତି। ଏଥିପାଇଁ ଜାନୁଆରୀ ୫ ତାରିଖ ଦିନ ତାଙ୍କରି ସ୍ମୃତିରେ ଭୁବନେଶ୍ବର ସ୍ଥିତ ପେସ୍‌ ଏକାଡେମୀ ଠାରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବାଇଡଙ୍କ ଦାସଙ୍କୁ ଭଲ ପାଉଥିବା ଅନେକ…