Odisha Link
Bridging the Missing Links in Odisha
Browsing Tag

OCA ELECTION

ଓସିଏ ନିର୍ବାଚନ: ମେଡିକାଲରୁ ଭୋଟ ଦେଲେ…

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍ ନିର୍ବାଚନ ନେଇ ମତଦାନ ଆରମ୍ଭ ହୋଇଛି। ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ ଦାନ ଚାଲିବ। ଏହାପରେ ଭୋଟ ଗଣତି ହେବ। ପରେ ସନ୍ଧ୍ୟା ୬ଟା ସୁଦ୍ଧା ଫଳାଫଳ ଘୋଷଣା କରାଯିବ। ତେବେ ଏହି କ୍ରମରେ ମେଡିକାଲରୁ ଥାଇ ଭୋଟ୍ ଦେଇଛନ୍ତି ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା।…

ଆଜି ଓସିଏ ନିର୍ବାଚନ

କଟକ : ଆଜି ଓଡିଶା କ୍ରିକେଟ୍ ଆସୋସିଏସନ ନିର୍ବାଚନ। ଦିନ ୧୧ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ସକାଳ ୯ ଟା ସୁଦ୍ଧା ଭୋଟର ମାନେ ଓସିଏ କନଫରେନ୍ସ ହଲରେ ପହଞ୍ଚିବାଲାଗି ନିର୍ବାଚନ ଅଧିକାରୀଙ୍କ ତରଫରୁ କୁହାଯାଇଥିଲା। ମତଦାନ କେନ୍ଦ୍ରରରେ ୨ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ…

ଓସିଏ ନିର୍ବାଚନ: ଶୁଭାଶିଷ…

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍ରର ବହୁ ପ୍ରତୀକ୍ଷିତ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ରବିବାର ପ୍ରକାଶ କରିଛନ୍ତି ନିର୍ବାଚନ ଅଧିକାରୀ ଏମ୍‌.ଏଲ୍‌.ମଜୁମଦାର। ଓସିଏର ୫ଟି କର୍ମକର୍ତ୍ତା ପାଇଁ ୧୦ ଜଣ ପ୍ରାର୍ଥୀ ରହିଛନ୍ତି। ଫଳରେ ୫ଟିଯାକ କର୍ମକର୍ତ୍ତା ପଦ ପାଇଁ ଦ୍ବିମୁଖୀ…

ଓସିଏ ନିର୍ବାଚନ: ଚୂଡ଼ାନ୍ତ ଭୋଟର…

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ)ର ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ରବିବାର ପ୍ରକାଶ ପାଇଛି। ଶୁକ୍ରବାର ପ୍ରକାଶିତ ତାଲିକାକୁ ନେଇ ଏକାଧିକ ଆପତ୍ତି ଅଭିଯୋଗ ଉପରେ ବିଚାର କରିବା ପରେ ଓସିଏର ନିର୍ବାଚନ ଅଧିକାରୀ ଏମ୍.ଏଲ୍‌. ମଜୁମଦାର ସେସବୁକୁ ଖାରଜ କରି ଦେଇଛନ୍ତି। ଫଳରେ ‘ସମାଜ’ର…

ଅକ୍ଟୋବର ୨୦ ସୁଦ୍ଧା ଓସିଏ ନିର୍ବାଚନ

ଭୁବନେଶ୍ୱର : ଅକ୍ଟୋବର ୨୦ ତାରିଖ ଭିତରେ ହେବ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସଏ) ନିର୍ବାଚନ। ଓସିଏର ୬ଟି ପଦବୀ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ। ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମସମ୍ପାଦକ, କୋଷାଧ୍ୟକ୍ଷ ଓ ଜଣେ କାଉନସିଲ ସଦସ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଓସିଏ ପରିଚାଳନା କମିଟି…