Odisha Link
Bridging the Missing Links in Odisha
Browsing Tag

Odia Literature

କବିଟିଏ ମରିଗଲା ପରେ

ବେଶି କିଛି ହୁଏନାହିଁ। ଆଗ ପରି ଝରୁଥାଏ ଆକାଶରୁ ଲଘୁଚାପ ବର୍ଷା, ଆଗ ପରି ରାସ୍ତାଘାଟ, ଘୋ-ଘା' ବଜାରରେ, ଆଲୁଅକୁ ମୁହଁ କରି ଠିଆ ହେଲେ ଏବେ ବି କାଟେ ଆଖିକି, ଆଗ ପରି ବେଳେବେଳେ ଭୁଲିଯାଏ ଜଣେ ନିଜର ଠିକଣା, ଦ୍ବିତୀୟ ଗଳିରେ ନ ଯାଇ ଚାଲିଯାଏ ତିନି ନମ୍ବରରେ। ଆଗପରି ଚାଲିଥାଏ ଚେଷ୍ଟା…

ପ୍ରତୀକ୍ଷା

ସୁଷମା ଦାଶଙ୍କ ଗଳ୍ପ ପ୍ରତୀକ୍ଷା ପେନ୍ ଇନ୍ ବୁକ୍ସ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ସୁଷମା ଦାଶଙ୍କ ସଦ୍ୟତମ ସଂକଳନ ସାରା ରାତି ବର୍ଷା ବହିଟି ଅ‍ାମାଜନରୁ ମଗାଇବା ପାଇଁ ଏଇଠି କ୍ଲିକ୍ କରନ୍ତୁ 〉 ସ୍ୱାତୀ ବିଷର୍ଣ୍ଣ ଥିଲା। ତା ଛାତି ଭିତରେ କୋଇଲା ଖଣ୍ଡେ ଡହକୁ ଥିଲା। ରଂଜନର ଗୋଟିଏ ଗୋଟିଏ…

କାରିଗର

ରତ୍ନମାଳା ସ୍ବାଇଁଙ୍କ କବିତା କାରିଗର ଏ କବିତାଟି ପେନ୍ ଇନ୍ ବୁକ୍ସ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ରତ୍ନମାଳା ସ୍ବାଇଁଙ୍କ ସଂକଳନ ‘ଫଟୋଫ୍ରେମ’ରୁ ଅ‍ାସିଛି ବହିଟି ଅ‍ାମାଜନରୁ ମଗାଇବା ପାଇଁ ଏଇଠି କ୍ଲିକ୍ କରନ୍ତୁ 〉 କେବଳ କାରିଗରଟିଏ ବୋଲି ପରିଚୟ ପତ୍ର ଛାତିରେ ଝୁଲିଲା ସାରା ସଂସାର…

ଚେଷ୍ଟା କରି କେହି କବି ହୋଇପାରିବ ନାହିଁ:…

କବି ରାଜେଂଦ୍ର କିଶୋର ପଂଡାଙ୍କ ସହ ଏ ସାକ୍ଷାତକାର ହୋଇଥିଲା ୨୦୦୭ ମସିହା ସେପ୍ଟେମ୍ବର ମାସର କୌଣସି ଏକ ସଂଧ୍ୟାରେ, କବିଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ। ସାକ୍ଷାତକାର ନେଇଥିଲେ କଥାକାର ଓ କବି ଶୁଭ୍ରାଂଶୁ ପଣ୍ଡା। ସାକ୍ଷାତକାର ତ ନୁହେଁ ବରଂ ଜଣେ ପ୍ରବୀଣ କବିଙ୍କ ପାଖରେ ଜଣେ ତରୁଣ ଲେଖକର ଜିଜ୍ଞାସା।…

ଧୂମକେତୁ

ସୁଷମା ଦାଶଙ୍କ ଗଳ୍ପ ଧୂମକେତୁ ଏ ଗଳ୍ପଟି ପେନ୍ ଇନ୍ ବୁକ୍ସ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ସୁଷମା ଦାଶଙ୍କ ସଦ୍ୟତମ ସଂକଳନ ସାରା ରାତି ବର୍ଷାରୁ ଅ‍ାସିଛି ବହିଟି ଅ‍ାମାଜନରୁ ମଗାଇବା ପାଇଁ ଏଇଠି କ୍ଲିକ୍ କରନ୍ତୁ 〉 ମୋ ବଡ଼ ଭଉଣୀ ଯେତେବେଳେ ପନ୍ଦର ବର୍ଷର ମୁଁ ସେତେବେଳେ ବାର ବର୍ଷର।…

ହୃଦୟଫୃଦୟ

ଅଜୟ ସ୍ବାଇଁଙ୍କ ଗଳ୍ପ ହୃଦୟଫୃଦୟ ଗଳ୍ପଟି ପେନ୍ ଇନ୍ ବୁକ୍ସ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ଅଜୟ ସ୍ବାଇଁଙ୍କ ହୃଦୟଫୃଦୟ ଗଳ୍ପ ସଙ୍କଳନରୁ ଆସିଛି। ବହିଟି ସମ୍ପୂର୍ଣ୍ଣ ପଢ଼ିବା ପାଇଁ ଆମାଜନରେ ଅର୍ଡର କରନ୍ତୁ। କିଣିବା ପାଇଁ ଏଇଠି କ୍ଲିକ୍‌ କରନ୍ତୁ 〉 ସହରଟା ବେଳେବେଳେ ମଉଳିଲା ପରି…

ଯୁବ ପିଢ଼ିକୁ ଅଧିକରୁ ଅଧିକ ପଢ଼ନ୍ତୁ, ବହୁତ…

'ବିମୁଗ୍ଧ ଉଚ୍ଚାରଣ' ଗବେଷଣା ପୁସ୍ତକ ପାଇଁ ୨୦୧୯ ମସିହା ପାଇଁ ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମି ଯୁବ ପୁରସ୍କାର ପାଉଛନ୍ତି ଓଡ଼ିଆ ଗବେଷକ ଶିଶିର ବେହେରା। ତାଙ୍କ ସାରସ୍ବତ ଯାତ୍ରା ଯେତିକି କଠିନ ସେତିକି ପ୍ରେରଣାଦାୟୀ। ୧୯୮୭ ମସିହାରେ କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁରର ଏକ…

କୁରୁ ପାଣ୍ଡବଙ୍କର ଝିମାଣି ଖେଳ

ସାରଳା ଦାସ ବଦନ୍ତି ଅଗସ୍ତି ଶୁଣ ବଇବସୁତ ମନୁ ଅନେକ ଉଚ୍ଛବ ଯେ ହୋଇଲା ହସ୍ତିନା ଭୁବନୁ । ୧ ଭୀଷ୍ମଙ୍କର ଆଗ୍ୟାଂ, ଶୟେ ଅଷ୍ଟ ଉତ୍ତର କୁମାରେ ମହା ପ୍ରିୟ ଭାବରେ ଆଖଡାରେ କଉତୁକ କରେ । ୨ ବଳରାମଙ୍କର ତହୁଂ ସେ ଗଦାବିଦ୍ୟା ପାଇ କାହାକଇଂ ଗଣନା ନ କରନ୍ତି ଦ୍ରିଯୋଧନ ଶତେ ଭାଇ । ୩ ଆଖଡ଼ାୟେ ପଶି…