Odisha Link
Bridging the Missing Links in Odisha
Browsing Tag

Odisha- Mo Parivar

ଓଡ଼ିଶା ମୋ ପରିବାର ପକ୍ଷରୁ ହେଲ୍‍ପ…

ଭୁବନେଶ୍ବର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଜେଇଇ ମେନ୍‌ ପରୀକ୍ଷା। ସେପ୍ଟେମ୍ବର ୧ ରୁ ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପରୀକ୍ଷା। ଭୟଙ୍କର ବନ୍ୟା ପରିସ୍ଥିତି ଏବଂ କରୋନା ମହାମାରୀ ସାମ୍ପ୍ରତିକ ପରିସ୍ଥିତିରେ ପ୍ରାର୍ଥୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ପରୀକ୍ଷାସ୍ଥଳରେ ପହଞ୍ଚିବାରେ ବିଭିନ୍ନ ପ୍ରକାର…

ଓଡ଼ିଶା ମୋ ପରିବାରର ନୂଆ ମାଇଲଖୁଣ୍ଟ:…

ଭୁବନେଶ୍ବର: 'ଓଡ଼ିଶା ମୋ ପରିବାର'ର ନୂଆ ମାଇଲ ଖୁଣ୍ଟ। ଓଡ଼ିଶା ମୋ ପରିବାର- ଜୀବନ ବିନ୍ଦୁ ପକ୍ଷରୁ ରାଜ୍ୟରେ ଯେଉଁ ସପ୍ତାହବ୍ୟାପୀ ରକ୍ତଦାନ ଚାଲିଥିଲା ସେଥିରେ ୧୪,୮୩୯ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଅଗଷ୍ଟ ୯ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

ଓଡ଼ିଶା-ମୋ ପରିବାର ସହାୟତାରେ…

ଭୁବନେ‌ଶ୍ବର: ବିଶ୍ୱ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜାରି ହୋଇଛି ସମ୍ପୂର୍ଣ୍ଣ ଲକ୍ ଡାଉନ୍। ତେବେ ଏପରି ଜଟିଳମୟ ପରିସ୍ଥିତିରେ ଆନ୍ଧ୍ରପ୍ରଦେଶରେ ଫସି ରହିଥିବା ୪୨ଜଣ ଓଡିଆ ବି.ଇଡି ଛାତ୍ରଛାତ୍ରୀଙ୍କୁ ଓଡିଶା ଫେରାଇ ଆଣବିାରେ ସହାୟତାର ହାତ ବଢାଇଲା ଓଡିଶା-ମୋ ପରିବାର। ଶୋସିଆଲ…

କରୋନା: ମୁମ୍ବାଇରେ ଫସିଥିଲେ ୨୫ ଜଣ…

ଭୁବନେଶ୍ବର: ସାରା ବିଶ୍ୱରେ ବର୍ତମାନ ମହାମାରୀ କରୋନା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ମୁମ୍ବାଇରେ ଫସି ରହିଥିବା ୨୫ ଜଣ ବରିଷ୍ଠ ନାଗରିକଙ୍କୁ ସହାୟତାର ହାତ ବଢାଇଲା ଓଡ଼ିଶା -ମୋ ପରିବାର। କଟକ ବରିଷ୍ଠ ନାଗରିକ ମହାସଭାର ଚେୟାରମ୍ୟାାନ ଶ୍ରୀ ବିଷ୍ଣୁ ଦାସ ସାମନ୍ତ ୨୫ ଜଣ ବରିଷ୍ଠ ନାଗରିକ…

ଶୁଭାରମ୍ଭ ହେଲା ‘ଓଡ଼ିଶା ମୋ ପରିବାର’…

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ପକ୍ଷରୁ ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ନୀବନ ନିବାସରେ ‘ମୋ ପରିବାର’ ବୈଠକ ପରେ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ‘ଓଡିଶା ମୋ ପରିବାର’ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ବସିବା ସହିତ…

‘ଓଡ଼ିଶା-ମୋ ପରିବାର’…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ନୂଆ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି। ନୂଆ କାର୍ଯ୍ୟକ୍ରମର ନାମ ହେଉଛି 'ଓଡ଼ିଶା-ମୋ ପରିବାର'। ପରିବେଶ ସୁରକ୍ଷା, ରକ୍ତଦାନ, ସେବା, କଲ୍ୟାଣ ଓ ବିପନ୍ନ ଓଡ଼ିଆଙ୍କୁ ସହାୟତା ଯୋଗାଇ ଦେବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏଥିସହିତ ବିଦେଶରେ…