Odisha Link
Bridging the Missing Links in Odisha
Browsing Tag

Odisha

ଏମକେସିଜିରେ ରାଗିଂ ଅଭିଯୋଗ:…

ଓଏଲ୍‌ ବ୍ୟୁରୋ: ଏମକେସିଜି ମେଡିକାଲ କଲେଜରେ ପୁଣି ରାଗିଂ ଅଭିଯୋଗ ହୋଇଛି। ମେଡିକାଲ ଭିଭାଗର ଦ୍ବିତୀୟ ବର୍ଷର ଛାତ୍ର ରୁଦ୍ର ରାଉତଙ୍କୁ ରାଗିଂ ହୋଇଥିବା ଟ୍ବିଟ୍ କରି ରୁଦ୍ରଙ୍କ ବାପା ରାଗିଂ ଅଭିଯୋଗ କରିଛନ୍ତି। ରୁଦ୍ରଙ୍କୁ ୪ର୍ଥ ବର୍ଷର ୨ ଛାତ୍ର ମାଡ଼ ମାରିଥିବା ଅଭିଯୋଗ କରାଯାଇଛି। ରୁଦ୍ରଙ୍କ ମୁହଁ…

କଳାହାଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା: ୪…

ଓଏଲ୍‌ ବ୍ୟୁରୋ: କଳାହାଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଥିଲା। ପିକ୍ଅପ ଭ୍ୟାନ ଓଲଟି ୪ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଗତକାଲି ୨ଜଣଙ୍କ ମୃତ୍ୟୁ ହୋଇଥିଲା। ୫୦ରୁ ଅଧିକ ଶ୍ରମିକ ଦୁର୍ଘଟଣାରେ ଆହତ ହୋଇଥିଲେ। ଗୋଲାମୁଣ୍ଡା ବ୍ଲକ୍ ଡୋକରିପଢ଼ା ଗାଁରେ ଗାଡ଼ି ଓଲଟିଥିଲା। ତେବେ…

ବିଜେପିର ନିର୍ବାଚନୀ କସରତ; ଓଡ଼ିଶା ମୁହାଁ…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ୨୦୨୪ ନିର୍ବାଚନ ପାଇଁ ଓଡ଼ିଶା ମୁହାଁ କେନ୍ଦ୍ରୀୟ…

ପ୍ରେମ ସପ୍ତାହରେ ଠାବ ହେଲା ପ୍ରେମୀ…

ଓଏଲ୍‌ ବ୍ୟୁରୋ: ପ୍ରେମ ସପ୍ତାହ ଚାଲିଥିବାବେଳେ ନବରଙ୍ଗପୁର ଉମରକୋଟ ଥାନା ବୁର୍ଜା ଗାଁରେ ଘଟିଥିବା ଏକ ଅବନୀୟ ଘଟଣା ସାମ୍ନାକୁ ଆସିଛି। ପମ୍ପ ହାଉସରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି। ବିବାହ ପାଇଁ ଅନୁମତି ନମିଳିବାରୁ ଆତ୍ମହତ୍ୟା କରିଥିବା ଚର୍ଚା ହେଉଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ…

ରୂପାନ୍ତରଣରେ ସଜେଇ ହେଉଛି ସାରା ରାଜ୍ୟ;…

ଓଏଲ୍‌ ବ୍ୟୁରୋ: ରୂପାନ୍ତରଣରେ ସଜେଇ ହେଉଛି ସାରା ରାଜ୍ୟ। ଶିକ୍ଷା ହିଁ ଆମ ସମାଜର ସାମୁହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ। ଗୁଣାତ୍ମକ ଶିକ୍ଷାଦାନ ଜରିଆରେ ସୁନିଶ୍ଚିତ ହେଉଛି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ। ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାର ଆଉ ୮୭ଟି ରୂପାନ୍ତରିତ…

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ…

ଓଏଲ୍‌ ବ୍ୟୁରୋ: ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ବାଲୁକା ଶିଳ୍ପୀ ସରିତାଙ୍କ ସ୍ୟାଣ୍ଡ ଆର୍ଟ। ରାଜ୍ୟର ପ୍ରଥମ ମହିଳା ବାଲୁକା ଶିଳ୍ପୀ ଭାବେ ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ସରିତା ଗୋଚ୍ଛାୟତ ଏହି ସମ୍ମାନର ଅଧିକାରିଣୀ ହୋଇପାରିଛନ୍ତି। ପିଲାଦିନୁ ବାଲୁକା କଳାକୁ ଏକପ୍ରକାର ନିଶା ଭାବେ ଗ୍ରହଣ…

ବଡ଼ ଖବର: ମଧୁବାବୁ ପେନସନ ଯୋଜନାରେ ୫୦୦…

ଓଏଲ୍‌ ବ୍ୟୁରୋ: ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସିର ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାରେ ମାସିକ ପେନସନ ରାଶିରେ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ଏଣିକି ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନେ ସର୍ବନିମ୍ନ ପେନସନ ରାଶି ୧୦୦୦ ଟଙ୍କା ପାଇବେ। ଏହି ବର୍ଦ୍ଧିତ…

ସରିଲା ଷୋଡ଼ଶ ବିଧାନସଭା; ଭାବବିହ୍ୱଳ…

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ ଥିଲା। ଗୃହ ବେଶ୍ ସରଗରମ ରହିବା ଆଶା କରାଯାଉଥିବାବେଳେ ଗୃହ କାର୍ଯ୍ୟ ଆରମ୍ଭ ଶେଷ ହୋଇଛି। ଆଜି ଷୋଡ଼ଶ ବିଧାନସଭା ଶେଷ ହୋଇଥିବାବେଳେ ବିଧାୟକ ଭାବବିହ୍ୱଳ ହୋଇଛନ୍ତି। ପରସ୍ପରକୁ ଆଲିଙ୍ଗନ କରି ବିଦାୟ ନେଇଛନ୍ତି। ବିଧାୟକ ମାନେ ଜୟ ଜଗନ୍ନାଥ, ଜୟ…

ଏଥର ଭୋଟ୍ ଦେବେ ୯୬ କୋଟିରୁ ଅଧିକ ଭୋଟର:…

ଓଏଲ୍‌ ବ୍ୟୁରୋ: ବାଜିଲାଣି ସାଧାରଣ ନିର୍ବାଚନ ବିଗୁଲ। ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। କେବଳ ଓଡ଼ିଶା ନୁହେଁ ସାରା ଦେଶରେ ଏହି ରେସ ଆରମ୍ଭ ହୋଇଛି। ତେବେ ଏଥର ନିର୍ବାଚନରେ ୯୬…

ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର

ଓଏଲ୍‌ ବ୍ୟୁରୋ: ଆଜି ବିଜେଡିର କୋର୍‌ କମିଟି ବୈଠକ ହୋଇଥିଲା। ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଥିଲା। ବୈଠକରେ ମନ୍ତ୍ରୀ ପ୍ରତାପ ଦେବ ଓ ଟୁକୁନି ସାହୁ ଉପସ୍ଥିତ ରହିଥିବାବେଳେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଥିବାବେଳେ ଏକ ବଡ ଖବର ସାମ୍ନାକୁ ଆସିଛି।…