Odisha Link
Bridging the Missing Links in Odisha
Browsing Tag

Odisha

ବଢ଼ିବ କି ଭତ୍ତା! ପ୍ରଶ୍ନକାଳରେ ମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ। ଗୃହ ବେଶ୍ ସରଗରମ ରହିବା ଆଶା କରାଯାଉଥିବାବେଳେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ପ୍ରଶ୍ନକାଳରେ ଶିଳ୍ପ, ଶକ୍ତି, ବୟନଶିଳ୍ପ, ମହିଳା ଶିଶୁ ବିକାଶ ବିଭାଗ ରହିଛି। ଏହା ସହ ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ ଆଲୋଚନା ଆରମ୍ଭ ହୋଇଛି।…

ସିଆରପିଏଫ୍‌ ମାଓବାଦୀ ମୁହାଁମୁହିଁ:…

ଓଏଲ୍‌ ବ୍ୟୁରୋ: ସିଆରପିଏଫ୍‌ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ନୂଆପଡ଼ାରେ କମ୍ବିଂ ବେଳେ ସିଆରପିଏଫ୍‌-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ସୁନାବେଡା ଅଭୟାରଣ୍ୟ ବରକୋଟ ଘାଟିରେ ଗୁଳି ବିନିମୟ ହୋଇଛି। କମ୍ବିଂ ବେଳେ ଯବାନଙ୍କ ଉପରକୁ ମାଓବାଦୀ ଗୁଳି ଚଳାଇଥିଲେ। ଏହା ପରେ ସିଆରପିଏଫ୍‌ ମାଓବାଦୀ…

ରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବ: ଆଜି…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍ ଦ୍ୱାରା ଆୟୋଜିତ ଏଏସ୍ଓ ପରୀକ୍ଷାରେ ୭୧୬ଜଣ ସହକାରୀ ଉପବିଭାଗ ଅଧିକାରୀ ପଦବୀ ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଆଜି ଓଡ଼ିଶା ସଚିବାଳୟ ସେବା କ୍ୟାଡରରେ ୭୧୬ଜଣ ସହକାରୀ ଉପବିଭାଗ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତିପତ୍ର ପ୍ରଦାନ କରିବାକୁ…

ଆଜି ତ୍ରିବେଣୀ ଅମାବାସ୍ୟା; ମା’…

ଓଏଲ୍ ବ୍ୟୁରୋ: ଆଜି ତ୍ରିବେଣୀ ଅମାବାସ୍ୟା। ପବିତ୍ର ତ୍ରିବେଣୀ ଅମାବାସ୍ୟା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଜନ୍ମଉତ୍ସବ ପାଳନ ହେଉଛି। ଏଥିପାଇଁ ଚଳଚଞ୍ଚଳ ହୋଇଛି ମା’ଙ୍କ ପୀଠ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଜନ୍ମଦିନ ଉପଲକ୍ଷେ ମନ୍ଦିରରେ ମାଆଙ୍କର ସ୍ଵତନ୍ତ୍ର…

ପୁରୀକୁ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ;…

ଓଏଲ୍ ବ୍ୟୁରୋ: ରଥଯାତ୍ରା ପାଇଁ ପୁରୀକୁ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ। ନୟାଗଡରୁ ବିଧି ଅନୁସାରେ ପୁରୀକୁ ଶ୍ରୀକ୍ଷେତ୍ରକୁ ରଥଯାତ୍ରା ପାଇଁ ରଥକାଠ ପଠାଯାଇଛି। ଦଶପଲ୍ଲା ମହାବୀର ମନ୍ଦିରରେ ପୂଜାର୍ଚ୍ଚନା ପରେ ଏହି ରଥକାଠ ରଥନିର୍ମାଣ ପାଇଁ ଶ୍ରୀମନ୍ଦିରକୁ ପଠାଯାଇଛି। ବଡ଼ଦେଉଳକୁ ପ୍ରଥମ ପର୍ଯ୍ୟାୟରେ ୩ଟି…

ଏଥର ନିର୍ବାଚନ ଲଢ଼ିବିନି: ପାଣ୍ଡିଆନ

ଓଏଲ୍‌ ବ୍ୟୁରୋ: ଭାରତୀୟ ପ୍ରଶାସନିକ ସେବାରୁ ସ୍ବେଚ୍ଛାକୃତ ଅବସର ନେଇ ରାଜ୍ୟର ଉନ୍ନତିରେ ଲାଗିପଡିଛନ୍ତି ୫ଟି-ଅଧ୍ୟକ୍ଷ। ଆଗାମୀ ନିର୍ବାଚନରେ ସେ ଲଢ଼ିବେ ନା ନାହିଁ ଚର୍ଚ୍ଚା ହେଉଥିବାବେଳେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି। ଜାତୀୟ ଖବର ସରବରାହ ସଂସ୍ଥା ANIକୁ ପ୍ରଥମଥର ଭି.କେ ପାଣ୍ଡିଆନ ସାକ୍ଷାତକାର…

ଓଡ଼ିଶା ବଜେଟ୍ ୨୦୨୪: ଜାଣନ୍ତୁ କେଉଁ…

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ଅଧିବେସନର ଚତୁର୍ଥ ଦିନ। ଏହି ଅବସରରେ ଆଜି କାମଚଳା ବଜେଟ୍ ଆଗତ କରୁଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୬୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ କରାଯାଉଛି। ମହିଳା ଓ ଶିଶୁ ବିକାଶ ପାଇଁ ୫୦୧୫.୧୫ କୋଟି ଟଙ୍କା ବ୍ୟୟବରାଦ…

ଅର୍ପଣ ରଥ ଦ୍ୱାରା ମିଳିଛି ୩ କୋଟିରୁ…

ଓଏଲ୍‌ ବ୍ୟୁରୋ: ପରିକ୍ରମା ପ୍ରକଳ୍ପ ଅର୍ପଣ ରଥ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବୁଲିଥିଲା। ଏହି ସମୟରେ ଭକ୍ତମାନେ ଦାନ କରିଥିଲେ। ଏହି ସମୟରେ ୩ କୋଟିରୁ ଅଧିକ ଦକ୍ଷିଣା ଆଦାୟ ହୋଇଛି। ଅର୍ପଣ ରଥ ବୁଲିବା ବେଳେ ୩ କୋଟି ୬ ଲକ୍ଷ ୬୨ ହଜାର ଦକ୍ଷିଣା ମିଳିଛି। ୩୦ଟି ଜିଲ୍ଲାରୁ ଦକ୍ଷିଣା ଦେଇଛନ୍ତି ଶ୍ରଦ୍ଧାଳୁ।…

ଶିମିଳିପାଳରେ କମିଲା ବାଘ ସଂଖ୍ୟା;…

ଓଏଲ୍‌ ବ୍ୟୁରୋ: ଶିମିଳିପାଳରେ କମିଲା ବାଘ ସଂଖ୍ୟା। ନଅଣା ରେଞ୍ଜ ଅଧୀନ ଦୁଡୁରୁ ଚମ୍ପାଠାରେ ମହାବଳ ବାଘର ମୃତ୍ୟୁ ହୋଇଛି। ବାଘର ବୟସ ୩ ବର୍ଷରୁ ଅଧିକ ହେବା ଅନୁମାନ କାରଯୁଛି। ମହାବଳର କିପରି ମୃତ୍ୟୁ ହେଲା କାରଣ ଅସ୍ପଷ୍ଟ ରହିଛି। ପୂର୍ବରୁ କୁନୋରେ ଚିତା ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଥିଲା।…

ବିରୋଧୀଙ୍କ ପାଇଁ ମୁଁ ଡାଇଭଲ ବଟିକା:…

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ଅଧିବେସନର ଚତୁର୍ଥ ଦିନ। ଗୃହ ବେଶ୍ ସରଗରମ ରହିବା ଆଶା କରାଯାଉଥିବାବେଳେ ପ୍ରଶ୍ନକାଳ ଆରମ୍ଭ ହୋଇଛି। ବିଧାନସଭାରେ ବିରୋଧୀ ଅର୍ପଣ ରଥ, ଉଷୁନା ଚାଉଳ ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପରେ ବିଧାୟକ ଅରୁଣ ସାହୁ ମଧ୍ୟ ବିରୋଧୀଙ୍କୁ ଜବାବ୍ ଦେଇଛନ୍ତି। ସେ କହିଛନ୍ତି,…