Odisha Link
Bridging the Missing Links in Odisha

ଅର୍ପଣ ରଥ ଦ୍ୱାରା ମିଳିଛି ୩ କୋଟିରୁ ଅଧିକ ଦକ୍ଷିଣା: ଶ୍ରୀମନ୍ଦିର ପ୍ରଶାସନ

ଓଏଲ୍‌ ବ୍ୟୁରୋ: ପରିକ୍ରମା ପ୍ରକଳ୍ପ ଅର୍ପଣ ରଥ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବୁଲିଥିଲା। ଏହି ସମୟରେ ଭକ୍ତମାନେ ଦାନ କରିଥିଲେ। ଏହି ସମୟରେ ୩ କୋଟିରୁ ଅଧିକ ଦକ୍ଷିଣା ଆଦାୟ ହୋଇଛି। ଅର୍ପଣ ରଥ ବୁଲିବା ବେଳେ ୩ କୋଟି ୬ ଲକ୍ଷ ୬୨ ହଜାର ଦକ୍ଷିଣା ମିଳିଛି। ୩୦ଟି ଜିଲ୍ଲାରୁ ଦକ୍ଷିଣା ଦେଇଛନ୍ତି ଶ୍ରଦ୍ଧାଳୁ। ଜାନୁଆରି ୨୨ରୁ ଫେବ୍ରୁଆରି ୭ ସୁଦ୍ଧା ଦକ୍ଷିଣା ମିଳିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି।

Leave A Reply

Your email address will not be published.