Odisha Link
Bridging the Missing Links in Odisha

ସିଆରପିଏଫ୍‌ ମାଓବାଦୀ ମୁହାଁମୁହିଁ: ସୁନାବେଡା ଅଭୟାରଣ୍ୟରେ ଗୁଳି ବିନିମୟ

ଓଏଲ୍‌ ବ୍ୟୁରୋ: ସିଆରପିଏଫ୍‌ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ନୂଆପଡ଼ାରେ କମ୍ବିଂ ବେଳେ ସିଆରପିଏଫ୍‌-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ସୁନାବେଡା ଅଭୟାରଣ୍ୟ ବରକୋଟ ଘାଟିରେ ଗୁଳି ବିନିମୟ ହୋଇଛି। କମ୍ବିଂ ବେଳେ ଯବାନଙ୍କ ଉପରକୁ ମାଓବାଦୀ ଗୁଳି ଚଳାଇଥିଲେ। ଏହା ପରେ ସିଆରପିଏଫ୍‌ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି।

ଅନ୍ୟପଟେ, ଉତ୍ତରାଖଣ୍ଡରେ ହଲଦ୍‌ୱାନି ଜିଲ୍ଲା ବନଭୁଲପୁରାରେ ବେଆଇନ ନିର୍ମାଣ ଭଙ୍ଗାକୁ ନେଇ ହିଂସା ହୋଇଛି। ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ହିଂସା ନିୟନ୍ତ୍ରଣ ବେଳେ ୧୦୦ରୁ ଅଧିକ ପୁଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳରେ କର୍ଫ୍ୟୁ ଜାରି କରିଛି।

Leave A Reply

Your email address will not be published.