Odisha Link
Bridging the Missing Links in Odisha

ବେଆଇନ ଆର୍ଥିକ କାରବାର ଅଭିଯୋଗ; ଇଡିର ତନାଘନା ଜାରି

ଓଏଲ୍‌ ବ୍ୟୁରୋ: ବ୍ରହ୍ମପୁରରେ ଇଡିପକ୍ଷରୁ ତନାଘନା ଜାରି ରହିଛି। ବେଆଇନ ଆର୍ଥିକ କାରବାର ଯାଞ୍ଚ ବେଳେ କୋଟିଏ ଜବତ ହୋଇଛି। ଇଡିର ରେଡ୍‌ ବେଳେ କୋଟିଏ ଜବତ ହୋଇଛି। ଇଡି ବିଭିନ୍ନ ଆକାଉଣ୍ଟକୁ ଯାଞ୍ଚ କରୁଛିଟଙ୍କା କେଉଁଠି ବିନିଯୋଗ ହୋଇଛି ଇଡି ତାର ତଦନ୍ତ କରୁଛି। ପୂର୍ବରୁ ସିବିଆଇ ୬ଜଣକୁ ଗିରଫ କରିଥିଲା। ଓଡ଼ିଶାର ୧୦ଟି ସ୍ଥାନରେ ରେଡ୍ ଚାଲିଥିବା ସୂଚନା ରହିଛି।

Leave A Reply

Your email address will not be published.