Odisha Link
Bridging the Missing Links in Odisha

ହଲଦ୍‌ୱାନିରେ ହିଂସାକାଣ୍ଡ: ୪ ମୃତ, କର୍ଫ୍ୟୁ ଜାରି କଲା ଜିଲ୍ଲା ପ୍ରଶାସନ

ଓଏଲ୍‌ ବ୍ୟୁରୋ: ଉତ୍ତରାଖଣ୍ଡରେ ହଲଦ୍‌ୱାନି ଜିଲ୍ଲା ବନଭୁଲପୁରାରେ ବେଆଇନ ନିର୍ମାଣ ଭଙ୍ଗାକୁ ନେଇ ହିଂସା ହୋଇଛି। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ହିଂସା ନିୟନ୍ତ୍ରଣ ବେଳେ ୧୦୦ରୁ ଅଧିକ ପୁଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି।

Leave A Reply

Your email address will not be published.