Odisha Link
Bridging the Missing Links in Odisha
Browsing Tag

OHPC

ବଢିପାରେ ବିଜୁଳି ଦର!

ଭୁବନେଶ୍ବର: ବଢିପାରେ ବିଜୁଳି ଦର। ବିଜୁଳି ଦର ବୃଦ୍ଧି ନେଇ ଆବେଦନ କରିଛନ୍ତି ବିଭିନ୍ନ ବିଦ୍ୟୁତ ବିତରଣ କମ୍ପାନି। ଏନେଇ ଓଡିଶା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଆଜିଠୁ ଏହି ମାମଲାର ଶୁଣାଣି କରିବେ। ଯଦି ଓଇଆରସି କମ୍ପାନିମାନଙ୍କ ଯୁକ୍ତିକୁ ଗ୍ରହଣ କରନ୍ତି ତେବେ ଆସନ୍ତା ଆର୍ଥିକ ବର୍ଷରୁ ବିଜୁଳି ଦର…

ଓଏଚ୍‌ପିସି ଜିଏମ୍‌ ନିଖୋଜ, ଥାନାରେ…

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ମୁଖିଗୁଡା ସ୍ଥିତ ଓଏଚ୍‌ପିସି କାର୍ଯ୍ୟାଳୟର ଇଲେକ୍ଟ୍ରି ବିଭାଗର ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେରଙ୍କ ମିଳୁନି ପତ୍ତା। ୨ଦିନ ହେବ ଓଏଚ୍‌ପିସି ଜିଏମ୍‌ଙ୍କ ପତ୍ତା ମିଳୁନି। ଏନେଇ ଅଭିଯୋଗ ଆଣିଛନ୍ତି ଜିଏମ୍‌ଙ୍କ ସ୍ତ୍ରୀ। ଓଏଚ୍‌ପିସି ଜିଏମ୍‌ ନାରାୟଣଙ୍କ ନିଖୋଜ…