Odisha Link
Bridging the Missing Links in Odisha
Browsing Tag

Paperless

ଏଥରର ରାଜ୍ୟ ବଜେଟ୍‌ ପେପରଲେସ୍‌

ଭୁବନେଶ୍ୱର: ଏଥର ପେପରଲେସ୍ ହେବ ରାଜ୍ୟ ବଜେଟ୍। ୨୦୨୦-୨୧ ବର୍ଷ ପାଇଁ ଆଜି ଉପସ୍ଥାପିତ ହେବାକୁ ଯାଉଥିବା ରାଜ୍ୟ ବଜେଟ। ଏହି ବଜେଟ୍ ଡିଜିଟାଲ ମେଥଡରେ ଉପସ୍ଥାପିତ ହେବ ତେଣୁ ବଜେଟ ପାଇଁ ପୁସ୍ତିକା ଛପା ଯାଇ ନାହିଁ। ଏଥିଯୋଗୁ ୭୫ ଲକ୍ଷ ପେଜ୍ କାଗଜ ବଞ୍ଚିଛି। ଯଦି ପୁସ୍ତିକା ଛପା ଯାଇଥାନ୍ତା, ତେବେ…

ଓଡ଼ିଶା ବିଧାନସଭା ହେବ ପେପରଲେସ୍

ଭୁବନେଶ୍ବର: ଖୁବଶୀଘ୍ର ଓଡ଼ିଶା ବିଧାନସଭା ହେବ ପେପରଲେସ୍। ସବୁ କାମ କମ୍ପ୍ୟୁଟର ଓ ଅନଲାଇନ୍‌ ମାଧ୍ୟମରେ ହେବ। ଏଥିପାଇଁ ସମସ୍ତ ବିଧାୟକଙ୍କୁ ସରକାର ଲାପଟପ୍‌ ଯୋଗାଇ ଦେବେ। ଲାପଟପ୍‌ କିଣା ପାଇଁ ପ୍ରତି ବିଧାୟକଙ୍କୁ ଳକ୍ଷେ ଟଙ୍କା ଦିଆଯିବ। ୫ଟି ବ୍ରାଣ୍ଡର ଲାପଟପ୍‌ କିଣି ପାରିବେ ବିଧାୟକ। ମଳିଥିବା…