Odisha Link
Bridging the Missing Links in Odisha
Browsing Tag

Paradeep Sea Beach

ସେଣ୍ଟ୍ରାଲ ଫୋରେନସିକ୍ ଲ୍ୟାବ୍ ଯିବ…

ଓଏଲ୍‌ ବ୍ୟୁରୋ : ଦୁଇଦିନ ପୂର୍ବରୁ ପାରାଦୀପରୁ ଉଦ୍ଧାର ହୋଇଥିଲା ପାରା। ପାରାଦୀପରୁ ଉଦ୍ଧାର ହୋଇଥିବା ଗୁପ୍ତଚର ପାରା ଭାବେ ସନ୍ଦେହ କରାଯାଉଥିବା ସନ୍ଦିଗ୍ଧ ପାରାକୁ ଗତକାଲି ଫୋରେନସିକ୍ ଲ୍ୟାବକୁ ସ୍ଥାନାନ୍ତର କରାଯାଇଥିଲା। ରାଜ୍ୟ ଫୋରେନସିକ ଲ୍ୟାବ କୌଣସି ନିଷ୍କର୍ସରେ ପହଞ୍ଚିନପାରିବାରୁ ପାରାଦୀପ…

ଫୋରେନସିକ୍ ଲ୍ୟାବ୍ ଗଲା ପାରାଦୀପରୁ…

ଓଏଲ୍‌ ବ୍ୟୁରୋ : ପାରାଦୀପରୁ ଉଦ୍ଧାର ହୋଇଥିବା ଗୁପ୍ତଚର ପାରା ଭାବେ ସନ୍ଦେହ କରାଯାଉଥିବା ସନ୍ଦିଗ୍ଧ ପାରାକୁ ଫୋରେନସିକ୍ ଲ୍ୟାବକୁ ସ୍ଥାନାନ୍ତର କରାଯାଇଛି। କଟକର ସ୍ବତନ୍ତ୍ର ଟିମ୍ ପାରାକୁ ଭୁବନେଶ୍ବର ଫୋରେନସିକ୍ ଲ୍ୟାବ୍ ଆଣିଥିବା ଜଣା ପଡିଛି। ଉଦ୍ଧାର ହୋଇଥିବା ପାରା ଗୋଡ଼ରେ ବନ୍ଧା ହୋଇଥିବା…

ସମୁଦ୍ରରୁ ମିଳିଛି ୨ କ୍ୱିଣ୍ଟାଲର କାଉ…

ପାରାଦୀପ: ପାରାଦୀପ ସମୁଦ୍ରରୁ ମିଳିଛି ଏକ ବିରଳ ପ୍ରଜାତିର ମାଛ। ଲମ୍ବା ଥଣ୍ଟ ଥିବା ଏହି ମାଛର ଓଜନ ପ୍ରାୟ ୨ କ୍ୱିଣ୍ଟାଲ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ମତ୍ସଜୀବୀଙ୍କ ଜାଲ୍‌ରେ ଏହି ମାଛଟି ପଡ଼ିଛି। କାଉ ଭଳି ଏହାର ଥଣ୍ଟ ଲମ୍ବା ଥିବାରୁ ସ୍ଥାନୀୟ ଭାଷାରେ ଏହାକୁ କାଉ ମାଛ ବୋଲି କୁହାଯାଉଛି। କେରଳ…