Odisha Link
Bridging the Missing Links in Odisha
Browsing Tag

Patiala

ଆଜିଠୁ ଏହି ସହରରେ ନାଇଟ କର୍ଫ୍ୟୁ ଲାଗୁ

ପଞ୍ଜାବ: ମହାମାରୀ କରୋନା ପୁଣି ଏହାର କାୟା ବିସ୍ତାର କରିବାର ଲାଗିଛି। ଫଳରେ ପୁଣି ଦିନକୁ ଦିନ କରୋନା ସଂକ୍ରମଣ ହାର ବଢିଉଛି ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ନାଇଟ କର୍ଫ୍ୟୁ ଫେରିଛି। ଆଜିଠାରୁ ପଞ୍ଜାବର ଲୁଧିଆନା ଓ ପଟିଆଲାରେ ଲାଗୁ ହେବ ନାଇଟ କର୍ଫ୍ୟୁ। ଆଜି ରାତି ୧୧ଟାରୁ ଭୋର ୫ଟା ଯାଏ କେବଳ ଜରୁରୀ…