Odisha Link
Bridging the Missing Links in Odisha
Browsing Tag

pick-up-van-

ଖେଳୁଥିବା ସମୟରେ ଚଢ଼ି ଗଲା ପିକଅପ୍…

ଢେଙ୍କାନାଳ: ସଡ଼କ ଦୁର୍ଘଟଣାରେ ୨ ଶିଶୁ ମୃତ ଓ ଜଣେ ଗୁରୁତର। ମୃତ ୨ ନାବାଳିକାଙ୍କ ବୟସ ୫ ଓ ୭ ବର୍ଷ ଥିବା ଜଣାପଡ଼ିଛି। ଏହି ଘଟଣାଟି ଢେଙ୍କାନାଳର ବାଜିଚୌକ ଫ୍ଲାଇଓଭର ନିକଟରେ ଘଟିଛି। ଗୁରୁତର ନାବାଳିକାକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରାକଶ ଯେ, ମୃତ ନାବାଳିକାଙ୍କ ଘରଲୋକେ ମହୁ…

ଗଞ୍ଜେଇ ଭର୍ତ୍ତି ପିକଅପ ଭ୍ୟାନ୍ ଜବତ

ଖୋର୍ଦ୍ଧା : ଗଞ୍ଜେଇ ଭର୍ତ୍ତି ପିକଅପ ଭ୍ୟାନ୍ ଜବତ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଗୋଡିପଡା ଟୋଲ୍ ଗେଟ୍ ନିକଟରେ ଜବତ କଲା ପୁଲିସ । ୭୦ କେଜି ଗଞ୍ଜେଇ ଜବତ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା…

ଗଞ୍ଜେଇ ଭର୍ତ୍ତି ଭ୍ୟାନ୍‌ ଜବତ

ଲମତାପୁଟ : କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଓ ଲମତାପୁଟ ପୁଲିସ୍‌ର ପାଟ୍ରୋଲିଂ ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରାଯାଇଛି । ଗାଡ଼ିରେ ପ୍ରାୟ ୪୦୦ କେଜି ଗଞ୍ଜେଇ ଯାଉଥିବାର ସୂଚନା ମିଳିଥିଲା । ଏହି ଘଟଣାରେ ପୁଲିସ୍‌ ୩ ଜଣକୁ ଅଟକ ରଖିଛି। ଗତକାଲି ରାତିରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…