Odisha Link
Bridging the Missing Links in Odisha
Browsing Tag

PM Modi

କୋସି ରେଳ ମହାସେତୁ ସହ ୧୨ଟି ପ୍ରକଳ୍ପର…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର କୋସି ରେଳ ମହାସେତୁର ଉଦ୍ଘାଟନ କରିଛନ୍ତ। ବିହାରରେ ରେଳ ସଂଯୋଗ କ୍ଷେତ୍ରରେ ଆଜି ଏକ ନୂତନ ଇତିହାସ ସୃଷ୍ଟି ହୋଇଛି। ଏହି ମହାସେତୁ ନିର୍ମାଣ ହେବା ଫଳରେ ନିର୍ସଲି ଓ ସରାୟାଗଡ ମଧ୍ୟରେ ରେଳ ସଂପର୍କ ସ୍ଥାପିତ ହୋଇଛି। ଏଥିସହିତ ଯାତ୍ରୀମାନଙ୍କ…

ପିଏମ୍ ମୋଦୀଙ୍କ ବ୍ୟକ୍ତିଗତ ଟ୍ବିଟର…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ଟ୍ବିଟର ଆକାଉଣ୍ଟ ଏବଂ ନରେନ୍ଦ୍ର ମୋଦୀ ମୋବାଇଲ ଆପ୍‌ର ଅଫିସିଆଲ ଟ୍ବିଟର ଆକାଉଣ୍ଟ ହ୍ୟାକ୍। ହ୍ୟାକର ଆକାଉଣ୍ଟ ଜରିଆରେ କୋଭିଡ -୧୯ ରିଲିଫ ପାଣ୍ଠି ପାଇଁ ବିଟକଏନ୍ ଦାବି କରିଥିବା ସାମ୍ନାକୁ ଆସିଛି। ତେବେ ଟୁଇଟଟି କିଛି ସମୟ ପରେ ହଟାଇ…

ମୋଟେରା ସୂର୍ଯ୍ୟମନ୍ଦିରର ଭିଡିଓ ସେୟାର…

ନୂଆଦିଲ୍ଲୀ: ପିଏମ୍‌ ମୋଦୀ ଆଜି ସକାଳୁ ସକାଳୁ ଟୁଇଟରେ ଏକ ଭିଡିଓ ସେୟାର କରିଛନ୍ତି। ଯାହା ବେଶ୍‌ ଭାଇରାଲ ହେବାରେ ଲାଗିଛି। ଟ୍ୱିଟରରେ ଗୁଜରାଟରେ ଥିବା ମୋଟେରା ସୂର୍ଯ୍ୟ ମନ୍ଦିରର ଏକ ଭିଡିଓ ସେୟାର କରିଛନ୍ତି ମୋଦୀ। ଯେଉଁଥିରେ ବର୍ଷାରେ ସୂର୍ଯ୍ୟ ମନ୍ଦିର ଅତ୍ୟନ୍ତ ମନୋଲୋଭା ଦୃଶ୍ୟ ଦେଖିବାକୁ ମିଳୁଛି।…

ମହାରାଷ୍ଟ୍ରର ରାୟଗଡ଼ରେ ଭୁଶୁଡ଼ିଲା କୋଠା:…

ମହାରାଷ୍ଟ୍ର: ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲାରେ ଅଘଟଣ। ଗତକାଲି ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଏକ ୫ ମହଲା କୋଠାର ଉପର ୩ ମହଲା ଭୁଶୁଡ଼ି ପଡ଼ିଥିଲା । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟ ହେବା ସହ ୧୭ ଜଣ ଗୁରୁତର ରହିଛନ୍ତି ଓ ଅନେକଙ୍କୁ ଉଦ୍ଧାର କରାଯାଇଛି। ପୁଲିସ ସୂଚନା ଅନୁଯାୟୀ ଏହି ଘରଟି ପ୍ରାୟ ୧୦ ବର୍ଷର।…

ବର୍ଷାଜନିତ ରୋଗ ପ୍ରତି ସତର୍କତା ଅବଲମ୍ବନ…

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ବର୍ଷା ଋତୁ ଚାଲିଛି। ଏହି ପାଣିପାଗରେ କୀଟ ପତଙ୍ଗଙ୍କ ଉତ୍ପତ୍ତି ହୋଇଥାଏ। ଯାହା ଫଳରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୋଇଥାଏ। ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୂ ସତର୍କତା ଅବଲମ୍ବନ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ପିଏମ୍‌ ମୋଦି…

ସ୍ବାଧୀନତା ଦିବସ: ସକାଳ ୭ଟା ୩୦ରେ ଜାତୀୟ…

ନୂଆଦିଲ୍ଲୀ: ଆସନ୍ତାକାଲି କରୋନା କାଳ ମଧ୍ୟରେ ସାରା ଦେଶ ପାଳନ କରିବ ୭୪ ତମ ସ୍ବାଧୀନତା ଦିବସ। କରୋନା ମହାମାରୀ କାରଣରୁ ପୂର୍ବ ବର୍ଷ ଭଳି ଏ ବର୍ଷ ଦେଶବାସୀ ସ୍ବାଧୀନତା ଦିବସ ପାଳନ କରି ପାରିବେ ନାହିଁ। କମ ଲୋକରେ ଏବଂ ସାମାଜିକ ଦୂରତା ଅବଲମ୍ବନ କରି ଚଳିତ ବର୍ଷ ଦେଶବାସୀ ଏହି ଦିନକୁ ପାଳନ କରିବା…

ପ୍ରଧାନମନ୍ତ୍ରୀ ନିରବ, ଆତ୍ମସମର୍ପଣ…

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ ସ୍କାନରରେ ମୋଦି ସରକାର। କ୍ରମାଗତ ଭାବେ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି ରାହୁଲ। ଲଦାଖ ଗଲଓ୍ବାନ ଘାଟିରେ ଭାରତ-ଚୀନ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ ପ୍ରାଣ ହରାଇଥିବା ୨୦ ଯବାନଙ୍କୁ ନେଇ ମୋଦିଙ୍କୁ ଟାର୍ଗେଟ କରିଆସୁଛନ୍ତି…