Odisha Link
Bridging the Missing Links in Odisha
Browsing Tag

PM

ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ: ବାହାନଗା…

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଶେଷ ହେଲା ଉଦ୍ଧାର କାର୍ଯ୍ୟ। ଏଥିସହ ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏନେଇ ରେଳ ବିଭାଗର ଅମିତାଭ ଶର୍ମା ସୂଚନା ଦେଇଛନ୍ତି। ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକରେ ବାହନଗା ରେଳ ଦୁର୍ଘଟଣାର ସମୀକ୍ଷା କଲେ…

ଆଗାମୀ ପ୍ରଧାନମନ୍ତ୍ରୀ ସମ୍ବିତ ପାତ୍ର!

ଭୁବନେଶ୍ବର: ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର। ଓଡ଼ିଶା ଜନ୍ମିତ ଏହି ରାଜନେତା ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଗାଦି ସମ୍ଭାଳିବେ ବୋଲି ଏକ ଫେସବୁକ୍‌ ଗ୍ରୁପ୍‌ରେ ଦାବି କରାଯାଇଛି। ଫେସବୁକ୍‌ ଗ୍ରୁପ୍‌ର ନାମ ରହିଛି Dr Sambit Patra…

ଅଭିନବ ପ୍ରତିବାଦ: ପ୍ରଧାନମନ୍ତ୍ରୀଙ୍କୁ…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନକୁ ନେଇ ସାରା ବିଶ୍ବରେ ସଙ୍କଟ ଦେଖାଦେଇଛି। ଏହି ମହାମାରୀରେ ପ୍ରମୁଖ ଯୋଦ୍ଧା ହେଲେ ସ୍ବାସ୍ଥ୍ୟକର୍ମୀ ମାନେ। ହେଲେ ବିଭିନ୍ନ ଜାଗାରେ ସ୍ବାସ୍ଥ୍ୟକର୍ମୀଙ୍କୁ ସରକାର ଅବହେଳା କରୁଥିବା ଖବର ମଧ୍ୟ ଶୁଣିବାକୁ ମିଳୁଛି। ଏପରି ଏକ ଖବର ବେଲଜିୟମରୁ ଆସିଛି। ଏବଂ ସ୍ବାସ୍ଥ୍ୟକର୍ମୀ…