Odisha Link
Bridging the Missing Links in Odisha
Browsing Tag

Police Station

ଥାନା ପାଇଁ ଡିଜିପି ଜାରି କଲେ ଗାଇଡଲାଇନ୍

ଭୁବନେଶ୍ୱର: ମହାମାରୀ କରୋନା, ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ଭଳି କଟକଣା ମଧ୍ୟରେ ସାଧାରଣ ଜନତାଙ୍କ ଅଭିଯୋଗ କିପରି ବୁଝାଯାଇ ପାରିବ ସେ ନେଇ ଡିଜିପି ଅଭୟ ନୂଆ ଗାଇଡଲାଇନ ଜାରି କରିଛନ୍ତି। କେଉଁଭଳି ଭାବେ ପୁଲିସ୍‌ ଲୋକଙ୍କ ଅଭିଯୋଗ ବୁଝିବେ ସେ ନେଇ ଡିଜିପି ଗାଇଡଲାଇନ୍‌ ଜାରି କରିଛନ୍ତି। ସମ୍ପୃକ୍ତ…

କସର୍ଦ୍ଦା ଉପରକୁ ବୋମାମାଡ଼

କଟକ : କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦା ଫାଣ୍ଡି ଉପରକୁ କିଛି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି । କସର୍ଦ୍ଦା ଅଞ୍ଚଳରେ ଦୋପଟି ମେଲଣ ଚାଲିଥିବା ସମୟରେ ଏହି ବୋମା ମାଡ଼ ହୋଇଥିଲା । ବୋମାମାଡ଼ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଫଳରେ ୨ ଘଣ୍ଟା ଧରି ଦୋପଟି ମେଲଣ ଶୋଭାଯାତ୍ରା ବନ୍ଦ…

ଟପ-୧୦ ଥାନା ତାଲିକାରେ ଓଡିଶାର ନାଁ…

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ମହିଳାମାନେ ଦୁଷ୍କର୍ମ ତଥା ହତ୍ୟାର ଶିକାର ହେଉଛନ୍ତି। ଏନେଇ ଜନ ସାଧାରଣ ପୁଲିସ ପ୍ରଶାସନର ସୁରକ୍ଷା ପ୍ରଦାନରେ ବିଫଳତା ଉପରେ ପ୍ରଶ୍ନ ଉଠାଇଥିବାବେଳେ ଗୃହ ମନ୍ତ୍ରାଳୟ ଜାରି କରିଛି ଦେଶର ସର୍ବଶ୍ରେଷ୍ଠ ୧୦ଟି ପୁଲିସ ଥାନାର ତାଲିକା। ଏହି ତାଲିକାରେ ଓଡ଼ିଶାର କୌଣସି…

ବର୍ଣ୍ଣବୋଧ ପୋଡ଼ି ମାମଲା: ଅଭିଯୋଗ…

ବରଗଡ଼: ରାଜ୍ୟରେ ବେଶ୍‌ କିଛିଦିନ ହେବ ବର୍ଣ୍ଣବୋଧ ପୋଡ଼ି ଦୃଶ୍ୟ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦୃଶ୍ୟକୁ କୋଶଳ ସାହିତ୍ୟ ଡଟ୍‌ ଇନ୍‌ ଫେସ୍‌ବୁକ୍‌ ପେଜ୍‌ରେ ଅପ୍‌ଲୋଡ୍‌ ହେବା ଘଟଣାକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ‌ଦୃଶ୍ୟକୁ ଅପ୍‌ଲୋଡ୍‌ କରାଯାଇଥିବା ପେଜ୍‌ରେ ପଦ୍ମଶ୍ରୀ…

ନୟାଗଡ଼: ଟାଉନ୍‌ ଥାନାରେ ନିଆଁ

ନୟାଗଡ଼: ନୟାଗଡ଼ ଟାଉନ୍‌ ଥାନାରେ ନିଆଁ। ସର୍ଟ ସର୍କିଟରୁ ନିଆଁ ଲାଗି ଥାନାର ଇନଭରଟର ଓ ଏହାର ବ୍ୟାଟେରୀ ଫାଟିଯାଇଥିଲା। ଫଳରେ ଚାହୁଁ ଚାହୁଁ ସେହି ଘରଟି ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ଅନ୍ୟଗୃହକୁ ବ୍ୟାପିବା ପୂର୍ବରୁ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ କରିଥିଲା। ତେବେ ଥାନାର ମୁଖ୍ୟ ଘର ଓ…