Odisha Link
Bridging the Missing Links in Odisha
Browsing Tag

Punishment

ଆଜି ଘୋଷଣା ହେବ ଦିଲ୍ଲୀପ ରାୟଙ୍କ…

ନୂଆଦିଲ୍ଲୀ: ଆଜି ଘୋଷଣା ହେବ ଦଣ୍ଡ ବିଧାନ। ବହୁ ଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ଦଣ୍ଡ ବିଧାନ ଘୋଷଣା କରିବେ ସ୍ୱତନ୍ତ୍ର ସିବିଆଇ କୋର୍ଟ। ଦିଲ୍ଲୀପଙ୍କ ସମୟରେ କୋଇଲା ମନ୍ତ୍ରାଳୟରେ ଥିବା ଦୁଇ ବରିଷ୍ଠ ଅଧିକାରୀ…

ହାଥରସ ଦୋଷୀଙ୍କୁ ଏମିତି ଦଣ୍ଡ ମିଳିବ…

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ଶିକାର ପୀଡିତାଙ୍କ ମୃତ୍ୟୁ ପରେ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି। ପୀଡିତାଙ୍କ ଗାଁକୁ ପୋଲିସ ପୂରା ଛାଉଣି କରି ରଖିଛି। ଜିଲ୍ଲାରେ ୧୪୪ ଧାରା ଲାଗୁ କରିବା ସହିତ ପୀଡିତାଙ୍କ ଗାଁରେ ନାକାବନ୍ଦୀ କରାଯାଇଛି। ଗାଁର ଲୋକଙ୍କୁ ପରିଚୟ ପତ୍ର ଦେଖାଇଲେ ଯାଇ…

ମୁଁ ଲୋକଙ୍କ ଶତ୍ରୁ: ଅମାନିଆଙ୍କୁ ପୁଲିସର…

ଭୁବନେଶ୍ବର: ବାରଣ, ସଚେତନତା ପ୍ରଚାର ଓ ବାରମ୍ବାର ଅନୁରୋଧ ସତ୍ତ୍ବେ ଜନତା ମାନୁନାନହାନ୍ତି ଲକ୍‌ଡାଉନ୍‌ ନିୟମ। କରୋନା ସଂକ୍ରମଣକୁ ବେଖାତିର କରି ବାହାରୁଛନ୍ତି ଘରୁ। ଏଭଳି କିଛି ଅମାନିଆ ଲୋକଙ୍କୁ ପୁଲିସ ଆଜି ଆଖିଦୃଶିଆ ଦଣ୍ଡ ଦେଇଛି। ସହରର ବିଭିନ୍ନ ସ୍ଥାନରେ ଚେକ୍‌ ପୋଷ୍ଟରେ ଧରା ପଡ଼ିଥିବା…