Odisha Link
Bridging the Missing Links in Odisha
Browsing Tag

Puri Collector

ବଦଳିଲେ ଶ୍ରୀମନ୍ଦିର ପ୍ରଶାସକ ଓ ପୁରୀ…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ସରକାର ଆଜି ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସର୍ବାଧିକ ଚର୍ଚ୍ଚାରେ ଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କୁ ବଦଳି କରିଛନ୍ତି ସରକାର।…

ସକାଳ ୭.୩୦ରୁ ଜଗା ଦର୍ଶନ: ଜିଲ୍ଲାପାଳ

ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ପ୍ରସ୍ତୁତି ନେଇ ଜିଲ୍ଲାପାଳ ବଲଓ୍ବନ୍ତ ସିଂହଙ୍କ ସୂଚନା। ସୂଚନା ମୁତାବକ, ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟଙ୍କ ପରିବାର ଦର୍ଶନ କରିବେ। ୨୬ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀ ଦର୍ଶନର ସୁଯୋଗ ମିଳିବ। ପୁରୀ ସହରବାସୀଙ୍କୁ ଦର୍ଶନ ପାଇଁ…

ଏଥର ପୁରୀକୁ ଯାଇପାରିବେ ପର୍ଯ୍ୟଟକ

ପୁରୀ: ପୁରୀ ସହରକୁ ପର୍ଯ୍ୟଟକଙ୍କ ପାଇଁ ମୁକ୍ତ କରାଯାଇଛି। ଏହା ସହିତ କୋଣାର୍କକୁ ବି ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା ତଥା ଦୁର୍ବଳ ଅର୍ଥନୀତିକୁ ସଜାଡ଼ିବା ପାଇଁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ପୂର୍ବରୁ ପର୍ଯ୍ୟଟକଙ୍କ ପାଇଁ ଯେଉଁସବୁ କଟକଣା…

ଭୟଭୀତ ହୁଅନ୍ତୁ ନାହିଁ : ଜିଲ୍ଲାପାଳ

ପୁରୀ: କରୋନା ମୁକାବିଲା ପାଇଁ ଗୁରୁବାର ପୁରୀରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସିଡିଏମଓ, ଏଡ଼ିଏମ, ପର୍ଯ୍ୟଟନ ଅଧିକାରୀ, ପିଡ଼ି ଡ଼ିଆରଡ଼ିଏ ଉପସ୍ଥିତ ରହିଥିଲେ। ବୈଠକ ପରେ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ଭୟଭୀତ…

ଆବର୍ଜନା ମୁକ୍ତ ହେବ ସ୍ୱର୍ଣ୍ଣାଭ ପୁରୀ…

ପୁରୀ : ବେଳାଭୂମିକୁ ପ୍ରଦୂଷଣମୁକ୍ତ ଓ ପରିସ୍କାର ପରିଚ୍ଛନ ରଖିବା ପାଇଁ ଆଗେଇ ଆସିଛନ୍ତି ପୁରୀ ଜିଲ୍ଲାପାଳ । ଦୁଇଟି କାରଣ ପାଇଁ ପୁରୀକୁ ଦୈନିକ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟେ । ପ୍ରଥମଟି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଏବଂ ଦ୍ବିତୀୟରେ ଆକର୍ଷଣୀୟ ସ୍ବର୍ଣ୍ଣିମ ବେଳାଭୂମି ।…