ବଦଳିବେ ରାଜ୍ୟ ପୁଲିସ ମୁଖିଆ, ନୂଆ…
ଭୁବନେଶ୍ବର: ଓଡ଼ିଶା ପୁଲିସର ଡିଜି ପଦବୀରେ ହୋଇ ପାରେ ନବକଳେବର। ବଦଳିପାରନ୍ତି ଓଡ଼ିଶା ପୁଲିସର ମୁଖିଆ। ବର୍ତ୍ତମାନର ଡିଜିପି ଆରପି ଶର୍ମା ଲୋକାୟୁକ୍ତ ସଦସ୍ୟ ହେବା ନେଇ ଚର୍ଚ୍ଚା ଯୋର ଧରିଛି। ଏ ବିଷୟରେ ଏକ ଚୟନ କମିଟି ୧୯୮୬ ବ୍ୟାଚର ଆଇପିଏସ୍ ଅଫିସର ଆରପି ଶର୍ମାଙ୍କ ନାମ ଲୋକାୟୁକ୍ତ ସଦସ୍ୟ ହେବା ନେଇ…