Odisha Link
Bridging the Missing Links in Odisha
Browsing Tag

Rabi Kisan

ବିଜେପି ସାଂସଦ ରବି କିଶନଙ୍କୁ ମିଳିଲା…

ମୁମ୍ବାଇ: କଙ୍ଗନା ରଣାୱତଙ୍କ ପରେ ଏବେ ଅଭିନେତା ତଥା ବିଜେପି ସାଂସଦ ରବି କିଶନଙ୍କୁ ମିଳିବ ୱାଇ ପ୍ଲସ ସୁରକ୍ଷା। ୱାଇ ପ୍ଲସ ସୁରକ୍ଷା ଦିଆଯାଇଥିବା ନେଇ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି ସାଂସଦ ରବି କିଶନ। ଟୁଇଟ କରି ରବି କିଶନ ଲେଖିଛନ୍ତି, ପୂଜ୍ୟ ମହାରାଜଜୀ, ମୋର ସୁରକ୍ଷାକୁ ଦୃଷ୍ଟିରେ ରଖି ଆପଣ…

ଭାରତ ଏକ ହିନ୍ଦୁ ରାଷ୍ଟ୍ର: ରବି କିଶନ

ନୂଆଦିଲ୍ଲୀ: ଚର୍ଚ୍ଚାରେ ବିଜେପି ସାଂସଦ ତଥା ଲୋକପ୍ରିୟ ଅଭିନେତା ରବି କିଶନ। ତାଙ୍କର ଏକ ବୟାନକୁ ନେଇ ସବୁଆଡେ ଚର୍ଚ୍ଚା। ଆଜି ସଂସଦ ବାହାରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଭାରତ ଏକ ହିନ୍ଦୁ ରାଷ୍ଟ୍ର ବୋଲି କହିଛନ୍ତି ରବି କିଶନ। ସେ କହିଛନ୍ତି ଯେ, ଦେଶରେ ୧୦୦ କୋଟି ହିନ୍ଦୁ ବସବାସ କରୁଛନ୍ତି। ତେବେ…