Odisha Link
Bridging the Missing Links in Odisha
Browsing Tag

RABI MISHRA

ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ପରଲୋକ

କଟକ: ଓଲିଉଡ଼ ତାର ଆଉ ଜଣେ ସୁନାମଧନ୍ୟ କଳାକାରଙ୍କୁ ହରାଇଛି। ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ଅଭିନେତା ରବି ମିଶ୍ରଙ୍କ ପରଲୋକ ହୋଇଛି। ମାତ୍ର ୬୪ ବର୍ଷ ବୟସରେ ତାଙ୍କ ପରଲୋକ ହୋଇଛି। ତାଙ୍କ ଅଭିନିତ ସଂଖ୍ୟାଧିକ, ଓଡ଼ିଆ ଚଳଚ୍ଚିତ୍ର, ସିରିଏଲରେ ଅଭିନୟ କରି ଦାର୍ଶକଙ୍କ ମନ…

ଓଡ଼ିଶାର ରବି ମିଶ୍ର ହେଲେ ରିଜର୍ଭ…

ଭୁବନେଶ୍ବର: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓଡ଼ିଶାର ରବି ମିଶ୍ରଙ୍କୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ଏହା ପୂର୍ବରୁ ଶ୍ରୀ ମିଶ୍ର ସେଣ୍ଟ୍ରାଲ ବ୍ୟାଙ୍କ ରିକ୍ପ ମ୍ୟାନଜେମେଣ୍ଟ ବିଭାଗରେ ପ୍ରଧାନ ମୁଖ୍ୟ ମହାପ୍ରବନ୍ଧକ ଥିଲେ। ରୋସମେରୀ ସେବେଷ୍ଟିଅନଙ୍କ କାର୍ଯ୍ୟକାଳ ପୂରିବା…