Odisha Link
Bridging the Missing Links in Odisha
Browsing Tag

rajkummar rao

ଆୟୁଷ୍ମାନଙ୍କ ବିନା ନିର୍ମାଣ ହେବ ‘ବଧାଇ…

ମୁମ୍ବଇ : ୨୦୧୮ରେ ମୁକ୍ତିଲାଭ କରିଥିବା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଧାଇ ହୋ’ ଖୁବ୍‍ ଲୋକପ୍ରିୟତା ହାସଲ କରିଥିଲା ।  କାହାଣୀଠୁ ଆରମ୍ଭ କରି ଅଭିନୟ ପର୍ଯ୍ୟନ୍ତ, ସବୁକିଛି ଅନେକ ପ୍ରଶଂସା ସାଉଁଟିଥିଲା । ଏବେ ଶୁଣିବାକୁ ମିଳୁଛି ଯେ, ଖୁବଶୀଘ୍ର ‘ବଧାଇ ହୋ-୨’ ନିର୍ମାଣ ହେବାକୁ…

ଚର୍ଚ୍ଚାରେ ରାଜକୁମାରଙ୍କ ଲୁକ୍‌

ମୁମ୍ବାଇ : ବଲିଉଡ଼ ଅଭିନେତା ଓ ଅଭିନେତ୍ରୀ ନିଜ ପ୍ରଶଂସକଙ୍କ ପାଇଁ କିଛି ନୂଆ କରିବାର ପ୍ରୟାସ କରିଥାନ୍ତି । ସେହିପରି ବଲିଉଡ୍ ଅଭିନେତା ରାଜକୁମାର ରାଓ ନିଜ ପ୍ରଶଂସକଙ୍କ ପାଇଁ କିଛି ନୂଆ ଚରିତ୍ରରେ ନଜ ଆସୁଛନ୍ତି । ରାଜକୁମାର ନିଜର ସବୁ ସିନେମାରେ ନିଜ ଚରିତ୍ରକୁ ନେଇ ବେଶ ସଚେନତ ରହିଥାନ୍ତି । ସେ…

ଚର୍ଚ୍ଚାରେ ‘ମେଡ୍ ଇନ୍…

ଭୁବନେଶ୍ବର : 'ମେଡ୍ ଇନ୍ ଚାଇନା' ସିନେମାଟି ଚଳିତ ବର୍ଷ ଦୀପାବଳିରେ ମୁକ୍ତିଲାଭ କରିବାକୁ ଯାଉଛି। ମିଖିଲ୍ ମୁସାଲେ ଏହି ସିନେମାଟିକୁ ନିର୍ଦେଶନା ଦେଇଛନ୍ତି ।ଏହି ସିନେମାରେ ମୁଖ୍ୟ ଭୂମିକାରେ ରାଜକୁମାର ରାଓ, ମୌନି ରାୟ ଓ ବୋମନ୍ ଇରାନି ଅଭିନୟ କରୁଛନ୍ତି। ଏହି ସିନେମାଟି ଚିନ ଓ ଅହମ୍ମଦାବାଦରେ ସୁଟିଂ…