Odisha Link
Bridging the Missing Links in Odisha
Browsing Tag

realestate-office

ବାଲକୋନିରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର : ସହିଦନଗରର ଏକ ରିୟଲ ଇଷ୍ଟେଟ ଅଫିସ ବାଲକୋନିରୁ ଏକ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ପିପିଲିର ଯାଜୁଲ୍ୟମାନ ନାଥ। ସେ ମୃତ୍ୟୁ କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା ଜଣା ପଡ଼ିନାହିଁ। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଁଞ୍ଚି ମୃତ ଦେହକୁ ଜବତ କରି…