Odisha Link
Bridging the Missing Links in Odisha
Browsing Tag

Remove

ଏହି ଜିଲ୍ଲାରୁ ହଟିଲା ନାଇଟ କର୍ଫ୍ୟୁ

ଭୁବନେଶ୍ୱର: ପୁଣି କାୟା ମେଲାଇ ଲାଣି ମହାମାରୀ କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବାରୁ ଅନେକ ସ୍ଥାନରେ ଲକଡାଉନ ଓ ନାଇଟ କର୍ଫ୍ୟୁ ଘୋଷଣା କରାଯାଉଛି। ମାତ୍ର ଆଜିଠାରୁ ନବରଙ୍ଗପୁର…

ରାଜପଥରୁ ହଟିବ ଟୋଲ ଗେଟ୍

ନୂଆଦିଲ୍ଲୀ: ରାଜପଥରୁ ହଟିବ ଟୋଲ ଗେଟ୍। ଆସନ୍ତା ୨ ବର୍ଷ ମଧ୍ୟରେ ଦେଶରେ ଥିବା ସମସ୍ତ ଟୋଲ ଗେଟ୍କୁ ଉଠାଇ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିତୀନ ଗଡକରୀ। ଟୋଲ ସଂଗ୍ରହ ନିମନ୍ତେ ଜିପିଏସ ଆଧାରିତ ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯିବା ନେଇ ଗଡକରୀ ଏହି ସୂଚନା ଦେଇଛନ୍ତି। ଗଡକରୀ…