Odisha Link
Bridging the Missing Links in Odisha
Browsing Tag

Rise

୭ ବର୍ଷ ପରେ ବଢ଼ିଛି ବିଜୁଳ ଦର:…

ଭୁବନେଶ୍ୱର: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ। ତୃତୀୟ ଦିନରେ ବିଜୁଳି ଦର ବୃଦ୍ଧି ନେଇ ଗୃହରେ ମୁଲତବି ନୋଟିସ ଆଣିଥିଲେ ବିରୋଧୀ। ମୁଲତବୀ ନୋଟିସ ପରେ ଗୃହରେ ଏହା ଉତ୍ତର ରଖିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ସେ କହିଛନ୍ତି ଯେ, ରାଜ୍ୟରେ ୭ ବର୍ଷ ପରେ ବିଜୁଳ ଦର ବଢିଛି। କୃଷକ,…

ଜାନୁଆରୀରେ ଖୁଚୁରା ମୁଦ୍ରାସ୍ପୀତି ୭.୫୯%…

ନୂଆଦିଲ୍ଲୀ: କଞ୍ଜୁମର ପ୍ରାଇସ୍‌ ଇଣ୍ଡେକ୍ସ ଆଧାରରେ ଆକଳନ କରାଯାଉଥିବା ଖୁଚୁରା ମୁଦ୍ରାସ୍ପୀତି ଜାନୁଆରୀ ମାସରେ ୭.୫୯% ପହଞ୍ଚିଛି। ଏହା ମେ ୨୦୧୪ ପରଠାରୁ ଭାରତର ସର୍ବାଧିକ ମୁଦ୍ରାସ୍ପୀତି। ଖାଦ୍ୟଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ଟେଲିକମ୍‌ ଟାରିଫ୍‌ ବୃଦ୍ଧି କାରଣରୁ ମୁଦ୍ରାସ୍ପୀତି ବୃଦ୍ଧି ହୋଇଥିବା…