ବାଲି ଚୋରା ଚାଲଣ, ପ୍ରଶାସନ ନୀରବ…
ସୁନ୍ଦରଗଡ଼: ଦିନକୁ ଦିନ ବାଲି ଚୋରି ଥମିବାର ନା ନେଉ ନାହିଁ। ଦିନ ଦ୍ଵିପ୍ରହରରେ ଦୁର୍ବୃତ୍ତମାନେ ପୋକଲିନ୍ ମେସିନ ଲଗାଇ ଟ୍ରକ, ଟିପ୍ପର ଓ ଟ୍ରାକ୍ଟର ଯୋଗେ ଶହ ଶହ ଟନ୍ ବାଲି ଚାଲାଣ କରୁଛନ୍ତି। ଗତ ୩ ଦିନ ହେଲା ଇବ୍ ନଦୀ ଲଙ୍କାହୁଡ଼ା ଘାଟରୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି।
ଘାଟକୁ…