Odisha Link
Bridging the Missing Links in Odisha
Browsing Tag

SCB Cuttack

ଏସ୍‌ସିବିରେ ପଙ୍ଖା ଖସିବା ଘଟଣା: ବୃଦ୍ଧା…

କଟକ: କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଫ୍ୟାନ ପଡ଼ି ଗୁରୁତର ଆହତ ହୋଇଥିବା ବୃଦ୍ଧାଙ୍କର ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ମୃତକ ହେଲେ ମହିଳା ରୋଗୀ ପାର୍ବତୀ ଦାସ। ତାଙ୍କ ଘର ଯାଜପୁର ଜିଲ୍ଲା ବରୀ କୃଷ୍ଣନଗର ଅଞ୍ଚଳରେ। ପ୍ରକାଶ ଯେ, ପାର୍ବତୀ ଦାଶ ଘରେ ପୂଜା କରୁଥିବା ସମୟରେ…

ଏସସିବି ସମ୍ପ୍ରସାରଣ, ଆଜି ଚତୁର୍ଥ…

କଟକ: କଟକ ଜିଲ୍ଲାରେ ବଡ଼ ମେଡ଼ିକାଲ ସମ୍ପ୍ରସାରଣ ପାଇଁ ଚତୁର୍ଥ ପର୍ଯ୍ୟାୟ ଉଚ୍ଛେଦ କାର୍ଯ୍ୟ ଶୁକ୍ରବାର ଆରମ୍ଭ ହୋଇଛି। ଚୂନଭାଟି ରାସ୍ତାରୁ ରାଣୀହାଟ ପର୍ଯ୍ୟନ୍ତ ରାସ୍ତା କଡ଼ରୁ ଉଚ୍ଛେଦ କରାଯାଉଛି। କେନାଲର ଉଭୟ ପଟରେ ଥିବା ରାସ୍ତା କଡ଼ ଦୋକାନ, କ୍ଲବ, ମନ୍ଦିର ଆଦି ଭଙ୍ଗା ଯାଉଛି।