Odisha Link
Bridging the Missing Links in Odisha
Browsing Tag

Sesu

ବକେୟା ବିଲ୍‌ ପୈଠକୁ ନେଇ ଅରୁଣ…

ଭୁବନେଶ୍ବର: ବକେୟା ବିଲ୍‌ ପୈଠକୁ ନେଇ ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ପ୍ରେସମିଟ୍। ବକେୟା ବିଲ୍‌ ପୈଠ ପାଇଁ ୧୦ ଦିନ ସମୟ ଦେଲା ସେସୁ। ପ୍ରେସମିଟ୍‌ରେ ବୋଥ୍ରା ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବିଦ୍ୟୁତ ଖିଲାପକାରୀଙ୍କ ବିଦ୍ୟୁତ କାଟ ହେବନି। ଏହି ସମୟ ମଧ୍ୟରେ ବକେୟା ବିଲ୍‌…

ବଢିପାରେ ବିଜୁଳି ଦର!

ଭୁବନେଶ୍ବର: ବଢିପାରେ ବିଜୁଳି ଦର। ବିଜୁଳି ଦର ବୃଦ୍ଧି ନେଇ ଆବେଦନ କରିଛନ୍ତି ବିଭିନ୍ନ ବିଦ୍ୟୁତ ବିତରଣ କମ୍ପାନି। ଏନେଇ ଓଡିଶା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଆଜିଠୁ ଏହି ମାମଲାର ଶୁଣାଣି କରିବେ। ଯଦି ଓଇଆରସି କମ୍ପାନିମାନଙ୍କ ଯୁକ୍ତିକୁ ଗ୍ରହଣ କରନ୍ତି ତେବେ ଆସନ୍ତା ଆର୍ଥିକ ବର୍ଷରୁ ବିଜୁଳି ଦର…

ଦ୍ୱିତୀୟ ଦିନରେ ସେସୁର ବିଦ୍ୟୁତ୍ କାଟ୍…

ଭୁବନେଶ୍ବର: ଆଜି ଦ୍ୱିତୀୟ ଦିନରେ ବି ଜାରି ରହିଛି ସେସୁ ପକ୍ଷରୁ ବିଦ୍ୟୁତ୍ କାଟ୍ ପ୍ରକ୍ରିୟା। ବକେୟା ବିଦ୍ୟୁତ୍ ବିଲ୍ ପଇଠ କରିନଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍ ସଂଯୋଗ କାଟୁଛି ସେସୁ। ବହୁ ଉପଭୋକ୍ତା ବକେୟା ବିଲର ୩୦ ପ୍ରତିଶତ ଦେଇ ବାକି ଟଙ୍କା କିସ୍ତିରେ ଶୁଝିବାକୁ କହିଥିବାବେଳେ, ସେସୁ ନିଜ…

ଗୁରୁବାର ଘର ହେବ ଅନ୍ଧାର !

ଭୁବନେଶ୍ବର: ଆଜି ସୁଦ୍ଧା ଆପଣ ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରି ନାହାନ୍ତି କି? ଯଦି ନା କାଲିଠୁ ଅର୍ଥାତ୍ ଗୁରୁବାରଠୁ  କଟିଯିବ ଆପଣଙ୍କ ବିଦ୍ୟୁତ୍‌ ସଂଯୋଗ। ସେସୁ ଅଧୀନରେ ଥିବା ୯ଟି ଜିଲ୍ଲାରେ ଯେଉଁ ବିଦ୍ୟୁତ୍‌ ଉପଭୋକ୍ତାମାନେ ବିଦ୍ୟୁତ୍‌ ବ୍ୟବହାର କରି ଏହାର ବିଲ୍‌ ପୈଠ କରୁନାହାନ୍ତି, ସେମାନଙ୍କ…