Odisha Link
Bridging the Missing Links in Odisha
Browsing Tag

Seva Service Train

ଆଜିଠୁ ନୟାଗଡ଼କୁ ଗଡ଼ିବ ‘ସେବା…

ନୟାଗଡ଼: ନୟାଗଡ଼ବାସୀଙ୍କ ପାଇଁ ଖୁସି ଖବର। କାରଣ ପୂରଣ ହେବ ନୟାଗଡ଼ବାସୀଙ୍କ ବହୁ ଦିନର ସ୍ୱପ୍ନ। ଆଜିଠୁ ରାଜଧାନୀ ଭୁବନେଶ୍ବରରୁ ନୟାଗଡ଼ ଟାଉନ ମଧ୍ୟରେ ସେବା ଏକ୍ସପ୍ରେସ ଟ୍ରେନ୍‌ ଗଡ଼ିବ। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନ ଥିଲେ ବି ସହରବାସୀଙ୍କ ପାଇଁ…

ରାଜଧାନୀରୁ ନୟାଗଡ଼ ଗଡ଼ିବ ‘ସେବା ସର୍ଭିସ୍‌…

ଭୁବନେଶ୍ବର: ଏଣିକି ନୟାଗଡ଼ବାସୀଙ୍କ ପାଇଁ ଖୁସି ଖବର। କାରଣ ରାଜଧାନୀରୁ ନୟାଗଡ଼କୁ ଗଡ଼ିବ ସିଧାସଳଖ ଟ୍ରେନ୍। ଆସନ୍ତା ୧୫ ତାରିଖରୁ ଭୁବନେଶ୍ୱରରୁ ନୟାଗଡ଼କୁ ସିଧାସଳଖ ଗଡ଼ିବ ଏହି ଟ୍ରେନ୍‌। ‘ସେବା ସର୍ଭିସ୍‌ ଏକ୍ସପ୍ରେସ୍‌’ ମାଧ୍ୟମରେ ଭୁବନେଶ୍ବରରୁ-ନୟାଗଡ଼ ଟାଉନ ଗଡ଼ିବ ଟ୍ରେନ୍। ଏନେଇ ରେଳ ମନ୍ତ୍ରଣାଳୟ…