Odisha Link
Bridging the Missing Links in Odisha
Browsing Tag

Shirdi Sai Mandir

କରୋନା ପାଇଁ ତିରୁପତି ଓ ଶିରିଡ଼ି…

ନୂଆଦିଲ୍ଲୀ : କରୋନା ଭାଇରସ୍‌କୁ ନେଇ ସମଗ୍ର ଦେଶରେ ଆତଙ୍କର ବାତାବରଣ। କରୋନାକୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜି ମନ୍ଦିର ଓ ମହାରାଷ୍ଟ୍ରର ଶିରିଡ଼ି ସାଇ ମନ୍ଦିରରେ ବ୍ୟାପକ କଟକଣା ଜାରି କରାଯାଇଛି। ମନ୍ଦିରରେ କେତେକ ଗୁରୁତ୍ବପୂର୍ଣ୍ଣ ଦେବନୀତିକୁ ବନ୍ଦ କରି ଦିଆଯାଇଛି।…

ସାଇବାବାଙ୍କ ଜନ୍ମସ୍ଥଳୀକୁ ନେଇ ୨୯…

ମୁମ୍ବାଇ: ଦେଶର ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ମଧ୍ୟରୁ ଶିରିଡ଼ି ଅନ୍ୟତମ। ଲକ୍ଷ ଲକ୍ଷ ଲୋକ ପ୍ରତିବର୍ଷ ଶିରିଡ଼ି ଯାଇ ସାଇବାବାଙ୍କ ଦର୍ଶନ କରନ୍ତି। ତେବେ ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ବର୍ତ୍ତମାନ ଥିବା ବିବାଦ ଉପୁଜିଛି। ମହାରାଷ୍ଟ୍ରର ଉଦ୍ଧବ ଠାକରେ ପାଥରୀ ଗାଁକୁ ସାଇବାବାଙ୍କ ପ୍ରକୃତ ଜନ୍ମସ୍ଥଳୀ…

କାଲିଠୁ ଶିରିଡି ବନ୍ଦ!

ମହାରାଷ୍ଟ୍ର: ଆସନ୍ତା କାଲି ଠାରୁ ମହାରାଷ୍ଟ୍ର ବନ୍ଦ ରହିବ ଶିରିଡି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଡାକରା ଦେଇଛନ୍ତି ସାଇବାବା ସଂସ୍ଥାନ ଟ୍ରଷ୍ଟ। ଏନେଇ ସାଇବାବା ସଂସ୍ଥାନ ଟ୍ରଷ୍ଟ ସଦସ୍ୟ ବି. ଓ୍ବାକଚୌରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନ୍ତବ୍ୟ ପ୍ରତିବାଦରେ ଶିରିଡି ବନ୍ଦ…