Odisha Link
Bridging the Missing Links in Odisha
Browsing Tag

Shortest Day

ଆଜି ବର୍ଷର ସବୁଠୁ ଛୋଟ ଦିନ

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ବିର୍ଷର ସବୁଠୁ ଛୋଟ ଦିନ। ଗତବର୍ଷ ଡିସେମ୍ବର ୨୨ ତାରିଖ ସବୁଠାରୁ ଛୋଟ ଦିନ ରହିଥିବା ବେଳେ ଚଳିତ ବର୍ଷ ଡିସେମ୍ବର ୨୧ରେ ସବୁଠୁ ଛୋଟ ଦିନ ଦେଖିବାକୁ ପାଇବେ ବିଶ୍ୱବାସୀ। ଗୋଟିଏ ବର୍ଷର ସବୁଠୁ ଛୋଟ ଦିନକୁ ୱିଣ୍ଟର ସଲଷ୍ଟାଇସ କହନ୍ତି। ୱିଣ୍ଟର ସୋଲଷ୍ଟିକ କଣ ? ଏହା ଏକ…