ସ୍ମିତାରାଣୀଙ୍କୁ ନ୍ୟାୟ ମିଳୁ
ଭୁବନେଶ୍ବର: ସାରା ରାଜ୍ୟରେ ଚହଳ ପକାଇଥିବା ସ୍ମିତାରାଣୀ ହତ୍ୟା ମାମଲାର ସଠିକ୍ ତଦନ୍ତ ଦାବି କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଏକ ଚିଠି ଲେଖିଛନ୍ତି। ସେ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପାଠ ପଢ଼େଇବା ସହିତ ଚୁପ୍ କାହିଁକି ଅଛନ୍ତି…