Odisha Link
Bridging the Missing Links in Odisha
Browsing Tag

sora

ପତ୍ନୀର ଚରିତ୍ରକୁ ସନ୍ଦେହ କରି ବିଷ…

ସୋର: ବାଲେଶ୍ୱର ଜିଲ୍ଲା ଔପଦା ଥାନା ସୋରିଶପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପତ୍ନୀର ଚରିତ୍ରକୁ ସନ୍ଦେହ କରି ବିଷ ପିଇଲା ସ୍ୱୀମୀ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଛି। ପ୍ରକାଶ ଯେ, କିଛି ଦିନ ହେବ ସୋରିଶପାଳ ଗାଁର ଗଙ୍ଗାଧର ନାୟକ ନିଜ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ…

ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ

ସୋର: ବାଲେଶ୍ବର ଜିଲ୍ଲା ସୋର ସାଉଡନାୟକ ବନ୍ଧ ରାସ୍ତାରେ ଡକାୟତି ଉଦ୍ୟମ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ ସୋର ସାଉଡନାୟକ ବନ୍ଧ ରାସ୍ତାରେ ପଲସର ଗାଡିରେ ତିନି ଜଣ ଡକାୟତ ପ୍ରାୟ ଏକ କିଲୋମିଟର ପିଛା କରି ଫାଇନାନ୍ସ କର୍ମଚାରୀଙ୍କୁ ଗୁଳି କରିଛନ୍ତି। ତେବେ…

ପରିଣତ ବୟସରେ ମା’ ଆଖିରେ ଲୁହ…

ସୋର : ପିଲାଟିକୁ ଏଦୁନିଆରେ ପରିଚୟ ଦେଇଥାନ୍ତି ବାପା ଆଉ ଧରାପୃଷ୍ଟକୁ ଆଣିଥାଏ ମା' । ମା' ଛୋଟରୁ ବଡ କରିବା ସହ ସବୁ ସମୟରେ ଧ୍ୟାନ ଦେଇଥାନ୍ତି । ନିଜ ପେଟକୁ ନଖାଇ ନିଜ ସନ୍ତାନ କଥା ଭାବିଥାନ୍ତି । କିନ୍ତୁ ସନ୍ତାନ ତାଙ୍କ ପରିଣତ ବୟସରେ  ଅଲୋଡା ଭାବି ଏଡାଇ ଦେଇଥାଏ । ପରିଣତ ବୟସରେ ପିଲାମାନେ ଆଶ୍ରା…