Odisha Link
Bridging the Missing Links in Odisha
Browsing Tag

Soro Jail

ଜେଲ୍‌ରୁ ଫେରାର ହେଲା କଏଦୀ

ଓଏଲ୍‌ ବ୍ୟୁରୋ : ସୋର ଉପକାରାଗାରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଖବରରୁ ଜଣା ପଡ଼ିଛି। ଉପକାରାଗାର ପାଚେରି ଡେଇଁ କଏଦୀ ଚମ୍ପଟ ହୋଇଯାଇଛି। ସୋର ଉପକାରାଗାର ପାଚେରି ଡେଇଁ ଫେରାର ହୋଇଥିବା କଏଦୀ ଜଣଙ୍କ ଭଦ୍ରକ ଜିଲ୍ଲା କଶିଆ ମେରାଇନ ଥାନା ବିଦେଇପୁର ଗାଁର ବୋଲି ଜଣା ପଡ଼ିଛି। ପୂର୍ବରୁ କଏଦୀ…

ଅଭିଯୁକ୍ତ ବିରୋଧରେ ଲୁଟ୍ ଅଭିଯୋଗ !

ସୋର: ଜେଲ ଭିତରେ ଥିବା ଅଭିଯୁକ୍ତ ନାଁରେ ଲୁଟ ଅଭିଯୋଗ ଆଣିଛି ପୋଲିସ। ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଞଚଳରେ ଘଟିଛି ଘଟଣା। ଏପରି ସ୍ଥିତିରେ ପୋଲିସର କାର୍ଯ୍ୟଶୈଳୀ ନେଇ ପ୍ରଶ୍ନ ଉଠିଛି। ମିଳିଥିବା ସୂଚନା ଅନୁସାରେ ବାଲେଶ୍ବର ଖଇରା ପୋଲିସ ସୋର ଉତ୍ତରେଶ୍ବର ଅଞ୍ଚଳର କୋଚାଲି ନାୟକଙ୍କୁ ଏକ ମାମଲାରେ…