ପୁରୀରୁ ଯୋଧପୁର ଓ ଆଜମେର୍କୁ ଗଡ଼ିବ…
ଭୁବନେଶ୍ୱର: ଯୋଧପୁର ଓ ଆଜମେର୍ ବାସୀଙ୍କ ପାଇଁ ଖୁସି ଖବର। ପୁରୀରୁ ଯୋଧପୁର ଏବଂ ପୁରୀରୁ ଆଜମେର୍ ମଧ୍ୟରେ ଗଡ଼ିବ ଦୁଇଟି ସ୍ୱତନ୍ତ୍ର ରେଳ। ଏହା ରେଳବାଇ ପକ୍ଷରୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
'ପୁରୀ-ଯୋଧପୁର-ପୁରୀ' ଜାନୁଆରି ୨୦ ତାରିଖ ଠାରୁ ପ୍ରତି ବୁଧବାର ଅପରାହ୍ଣ ୪.୦୫ରୁ ରେଳ ଯାତ୍ରା ଆରମ୍ଭ…