Odisha Link
Bridging the Missing Links in Odisha
Browsing Tag

subrat bagchi

କରୋନା: ୧୨୩୯ ଜଣ ବିଦେଶ ଫେରନ୍ତା…

ଭୁବନେଶ୍ବର: ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମଣ ରୋକିବା ପାଇଁ ଗତକାଲି ରାଜ୍ୟସରକାର ‘୧୦୪’ ହେଲ୍ପଲାଇନ୍ ନମ୍ବର ସହ କୋଭିଡ୍ ୧୯ ପୋର୍ଟାଲ ଜାରି କରିଥିଲେ।ଆଜି ସଂଧ୍ୟା ସୁଦ୍ଧା ୧୨୩୯ ଜଣ ବିଦେଶ ଫେରନ୍ତା ସେମାନଙ୍କର ନାମପଞ୍ଜୀକରଣ କରିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ କରୋନା…

କରୋନା: ମୋବାଇଲ ପ୍ରତି ସାବଧାନ ରହିବାକୁ…

ଭୁବନେଶ୍ବର: କରୋନା ସଂକ୍ରମଣର ମୁକାବିଲା ପାଇଁ ମୋବାଇଲ ପ୍ରତି ସାବଧାନ ହେବାକୁ ସୁବ୍ରତ ବାଗ୍‌ଚୀଙ୍କ ପରାମର୍ଶ। ମୋବାଇଲ ଫୋନ ଜରିଆରେ ସଂକ୍ରମଣ ହେବାର ସମ୍ଭାବନା ଥିବାରୁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସତର୍କ କରାଇଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ କରୋନା ସମ୍ପର୍କରେ ଆଜି…

ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ…

ଭୁବନେଶ୍ୱର: ଶୁକ୍ରବାର ସୁବ୍ରତ ବାଗ୍‌ଚୀଙ୍କୁ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ୨୦୧୬ରେ ମଧ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ। ସୁବ୍ରତ ବାଗ୍‌ଚୀଙ୍କୁ କ୍ୟାବିନେଟ୍‌ ପାହ୍ୟା ଭଳି ସୁବିଧା…