Odisha Link
Bridging the Missing Links in Odisha
Browsing Tag

Sucide Case

ଆସିଲା ସୁଶାନ୍ତଙ୍କର ଫରେନ୍ସିକ ରିପୋର୍ଟ,…

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୩ ମାସ ବିତି ସାରିଥିଲେ ମଧ୍ୟ ଏବେ ବି ହଟୁନି ମୃତ୍ୟୁ ଉପରୁ ପରଦା। ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା ନା ସେ ଆତ୍ମହତ୍ୟା କରିଥିଲେ, ତାହାକୁ ନେଇ ଦ୍ୱନ୍ଦ ଲାଗି ରହିଛି। ଏହାରି ମଧ୍ୟରେ ସୁଶାନ୍ତଙ୍କର ଫରେନ୍ସିକ ରିପୋର୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।…

ଅନଲାଇନ ଗେମ୍‌ ନେଲା ଜୀବନ

ଯୋଡ଼ା: ଅନଲାଇନ ଗେମ୍‌ ହେଲା କାଳ। ଅନଲାଇନରେ ଗେମ୍‌ ପାଇଁ ଜଣେ ଛାତ୍ରଙ୍କ ଜୀବନ ଚାଲି ଯାଇଛି। ଏଭଳି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲା ଯୋଡ଼ାରେ ଦେଖିବାକୁ ମିଳିଛି। ମୃତ ଛାତ୍ର ଜଣକ ହେଲେ କମାରଯୋଡ଼ାର ବିନୋଦ ଆପଟ୍ଟଙ୍କ ପୁଅ ଅମିତାଂଶୁ ଆପଟ୍ଟ (୧୩)। ଅନଲାଇନ ଗେମ ଖେଳି ଟଙ୍କା ହରାଇବା ପରେ ବାପା…

୬ ବର୍ଷର ଝିଅକୁ ଧରି କୂଅକୁ ଡେଇଁଲେ ମା’

ସମ୍ବଲପୁର : ସମ୍ବଲପୁର ଜିଲ୍ଲା କତରବଗା ଥାନା କିନାଲୋଇ ଗାଁରେ ଆଜି ନୂଆଁଖାଇ ଦିନ ଏକ ହୃଦୟ ବିଦାରକ ଘଟଣା ଘଟିଛି। ୬ ବର୍ଷର ଝିଅକୁ ଧରି ମା’ କୂଅକୁ ଡେଇଁ ଆତ୍ମହତ୍ୟା କରିଛି। ମୃତକ ଟିକେଶ୍ୱରୀ ଭୋଇ ଓ ଝିଅ ଖୁସିର ଶବକୁ ଦମକଳ କର୍ମଚାରୀ ଉଦ୍ଧାର କରିଛନ୍ତି । ପୋଲିସ୍‌ ମାଆ-ଝିଅଙ୍କ ମୃତଦହେକୁ ଜବତ କରି…