ବହୁସଂଖ୍ୟକ ସାବଧାନ ରୁହନ୍ତୁ, ନଚେତ୍…
ନୂଆଦିଲ୍ଲୀ: ଲୋକସଭାରେ ବଜେଟ ଅଧିବେଶନରେ ରାଷ୍ଟ୍ରପତି ଦେଇଥିବା ଅଭିଭାଷଣ ଉପରେ ଚର୍ଚ୍ଚା କରୁଥିଲେ ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟ। ଚର୍ଚ୍ଚା ସମୟରେ ତେଜସ୍ବୀ ଶାହିନ୍ ବାଗ୍ରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ଉପରେ ଆଲୋଚନ କରିଥିଲେ। ସେ କହିଥିଲେ ଯେ, ବହୁସଂଖ୍ୟକ ସମାଜ ସତର୍କ ରହିବା ଜରୁରୀ ଅଟେ।…