Odisha Link
Bridging the Missing Links in Odisha
Browsing Tag

Test Match

ପିଙ୍କ ବଲରେ ନୂଆ କୀର୍ତ୍ତିମାନ କଲେ…

କୋଲକାତା: ପ୍ରଥମ ପିଙ୍କ ବଲ୍‌ ଟେଷ୍ଟରେ ଭାରତୀୟ ପେସ୍‌ ବୋଲରଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ପ୍ରଥମ ଦିବାରାତ୍ର ମ୍ୟାଚରେ ଦେଖିବାକୁ ମିଳିଛି ଭାରତୀୟ ପେସ୍‌ ବୋଲରଙ୍କ ଦମଦାର ପ୍ରଦର୍ଶନ। ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆକ୍ରମଣରେ ହାର ମାନିଥିଲା ଭ୍ରମଣକାରୀ ବାଂଲାଦେଶ । ଭାରତ ଭ୍ରମଣକାରୀ ଟିମକୁ…

ବିରାଟଙ୍କ ୫ହଜାର ରନ୍ ପୂରଣ, ହେଲେ ନୂଆ…

କୋଲକାତା: ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡ କରିଛନ୍ତି ବିରାଟ କୋହଲି। ଅଧିନାୟକ ଭାବେ କୋହଲି ଟେଷ୍ଟରେ ୫ହଜାର ରନ୍ ପୂରଣ କରିଛନ୍ତି। ଏହି ମାମଲାରେ ସେ ଦୁନିଆର ଷଷ୍ଠ କ୍ୟାପଟେନ୍ ଭାବେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ତେବେ କୋହଲି ବିଶ୍ୱର ପ୍ରଥମ କ୍ୟାପଟେନ୍ ଭାବେ ଦ୍ରୁତ ୫ହଜାର ରନ୍ ପୂରଣ କରିଛନ୍ତି।…

ବାଂଲାଦେଶକୁ ଅଲଆଉଟ୍‌ କଲା ଭାରତ

କୋଲକାତା: କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମ୍‌ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ପିଙ୍କ୍‌ ବଲ୍ ଟେଷ୍ଟ ମ୍ୟାଚ୍‌ରେ ଭାରତର ପ୍ରଶଂସନୀୟ ପ୍ରଦର୍ଶନ। ଭାରତୀୟ ଟିମ୍‌ ବାଂଲାଦେଶକୁ ୧୦୬ ରନ୍‌ରେ ଅଲ୍‌ଆଉଟ୍‌ କରିଛି। ଏହା ବାଂଲାଦେଶର ଭାରତ ବିପକ୍ଷରେ ୧୯ ବର୍ଷ ମଧ୍ୟରେ ସର୍ବ ନିମ୍ନ…

ବାରବାଟୀକୁ ଫେରିବ ଟେଷ୍ଟ ମ୍ୟାଚ୍!

କଟକ: ବାରବାଟୀରେ ହୋଇପାରେ ଟେଷ୍ଟ ମ୍ୟାଚ ଆୟୋଜନ। ଦୀର୍ଘ ବର୍ଷର ବ୍ୟବଧାନ ପରେ ବାରବାଟୀକୁ ଟେଷ୍ଟ ମ୍ୟାଚ ଫେରାଇବା ପାଇଁ ବିସିସିଆଇ ସଭାପତିଙ୍କ ସହ ଓସିଏ କର୍ତ୍ତୃପକ୍ଷ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ଓଡ଼ିଶା କ୍ରିକେଟ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ବାରବାଟୀରେ ଟେଷ୍ଟ…

ସୌରଭଙ୍କ ପ୍ରସ୍ତାବରେ ବିରାଟଙ୍କ ହଁ

ମୁମ୍ୱାଇ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ଭାବେ ଦାୟିତ୍ବ ତୁଲାଉଛନ୍ତି ସୌରଭ ଗାଙ୍ଗୁଲି। ସେ ଦାୟିତ୍ବ ନେଉ ନେଉ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ମୁମ୍ୱାଇରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସହ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦିନିକିଆ ଡେ’ ନାଇଟ୍…

୫୦୨/ ୭ରେ ପ୍ରଥମ ପାଳି ଘୋଷଣା କଲା ଟିମ୍‌…

ବିଶାଖାପାଟଣା: ଭାରତୀୟ ଦଳର ଦୁଇ ଅପନର ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ବିଶତକ ଏବଂ ରୋହିତ ଶର୍ମାଙ୍କ ଶତକ ବଳରେ ଦୃଢ ସ୍ଥିତିରେ ଟିମ୍‌ ଇଣ୍ଡିଆ। ରୋହିତ ଆଉଟ ହୋଇଯିବା ପରେ ଭାରତ ନିୟମିତ ଉଇକେଟ ହରାଇ ଚାଲିଥିଲା। କିନ୍ତୁ ମୟଙ୍କ ପ୍ରଭାବୀ ପ୍ରଦର୍ଶନ କରି ଶେଷରେ ଚମତ୍କାର ଦ୍ବିଶତକୀୟ ଇନିଂସ ଖେଳିବାରେ ସକ୍ଷମ…

ଚମକିଲେ ରୋହିତ, ଖରାପ ଆଲୋକ ଯୋଗୁଁ…

ବିଶାଖାପଟନମ୍‌: ସୀମିତ ଓଭର ମ୍ୟାଚ ପରେ ଟେଷ୍ଟ ଫର୍ମାଟରେ ଚମକିଲେ ରୋହିତ ଶର୍ମା। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ପ୍ରଥମଥର ପାଇଁ ଓପନିଂ କରୁଥିବା ରୋହିତ ଶର୍ମା ଦମଦାର ବ୍ୟାଟିଂ କରିଛନ୍ତି। ପ୍ରଥମ ଦିନର ଚା ବିରତି ସୁଦ୍ଧା ଟିମ୍‌ ଇଣ୍ଡିଆ ବିନା କୌଣସି କ୍ଷତିରେ୨୦୨ରନ୍‌ କରିଛି। ରୋହିତ…