Odisha Link
Bridging the Missing Links in Odisha
Browsing Tag

Thermal screening

କରୋନା ପାଇଁ ସଂସଦରେ ଥର୍ମାଲ୍‌…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଭାରତରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୧୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣକୁ ନେଇ ସାରା ଦେଶବାସୀ ଏବେ ଆତଙ୍କିତ। ଏହାକୁ ଦୃଷ୍ଟିର ରଖି ସବୁ ବିମାନ ବନନ୍ଦରରେ ଥର୍ମାଲ୍‌ ସ୍କ୍ରିନିଂ କରାଯାଉଥିବା…

ଆଜିଠୁ ସବୁ ବିମାନ ବନ୍ଦରରେ ଥର୍ମାଲ…

ନୂଆଦିଲ୍ଲୀ: ଚାଇନା ପରେ ଏବେ ଭାରତରେ କରୋନା ଭାଇରସ୍ ଏହାର କାୟା ବିସ୍ତାର କରୁଛି। ଭାରତରେ କରୋନା ଭାଇରସ ସଂଖ୍ୟା ଦିନକୁ ଦିନ ବଢି ୩୧ ଛୁଇଁଲାଣି। ଭାରତରେ କରୋନା ସ୍ଥିତି ଉପରେ ନିୟନ୍ତ୍ରଣ କରିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ଭାରତ ସରକାର। ଆଜିଠୁ ଦେଶର ସମସ୍ତ ବିମାନ ବନ୍ଦରରେ ଥର୍ମାଲ ସ୍କାନିଂ…