ଭୁବନେଶ୍ୱରରେ ହତ୍ୟାକାଣ୍ଡ , ୨ ଗିରଫ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଦିନ ଦ୍ବିପହରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ପିକଅପ ଭ୍ୟାନରେ ଡ୍ରାଇଭର ବେକକୁ ଭୁଜାଲି ଓ ଫାର୍ସାରେ ହାଣିଛନ୍ତି ଦୁର୍ବୃତ୍ତ।
ଏହି ହତ୍ୟାକାଣ୍ଡଟି ନୟାପଲ୍ଲୀ ଭିଆଇପି ଅଞ୍ଚଳରେ ଘଟିଛି। ମୃତକ ଜଣଙ୍କ ହେଲେ ସାଲିଆସାହି ଜଟିଆ । ମୃତକ ଓ ଆକ୍ରମଣକାରୀ ଗୋଟିଏ…